Browsing Tag

pickup truck overturn

ନାମ ସଙ୍କିର୍ତ୍ତନ ସାରି ଫେରୁଥିବା ବେଳେ ଓଲଟିଲା ପିକଅପ ଗାଡ଼ି : ୨୨ ଆହତ, ୮ ଜଣ ଗୁରୁତର

ରେଢାଖୋଲ: ନାମ ସଙ୍କିର୍ତ୍ତନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା । ପିକଅପ ଗାଡ଼ି ଓଲଟି ୨୨ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳୀଗଡ ବିଶିପାଲି ଛକରୁ ବୀରମହାରାଜପୁରକୁ ଯାଇଥିବା ରାସ୍ତାର ଧଉରାଖମଣ ଗାଁ ନିକଟରେ ଦୁର୍ଘଟଣା ଘଟିଛି ।…