Browsing Tag

Pickup van overturns

ଓଲଟିଲା ପିକଅପ ଭ୍ୟାନ, ୨୦ ଆହତ

ବ୍ରହ୍ମପୁର: ପିକଅପ ଭ୍ୟାନ ଦୁର୍ଘଟଣା ୨୦ ଆହତ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ସାପୁଆଖତ ନିକଟରେ ଓଲଟିଲା ପିକଅପ ଭ୍ୟାନ । ଏଥିରେ ୨୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ…

ଓଲଟିଲା ପିକଅପ ଭ୍ୟାନ, ୨୭ରୁ ଅଧିକ ଶ୍ରମିକ ଗୁରୁତର

ବାସୁଦେବପୁର: ପିକଅପ ଭ୍ୟାନରୁ ଓଲଟି ୨୭ରୁ ଅଧିକ ଶ୍ରମିକ ଗୁରୁତର। ଭଦ୍ରକ ଜିଲ୍ଲା ବାସୁଦେବପୁର ରାସ୍ତାର ବେକମୁଡି ଛକ ନିକଟରେ ଭାରସାମ୍ୟ ହରାଇ ନୟନଯୋଡିକୁ ଓଲଟିଲା ପିକଅପ ଭ୍ୟାନ ।  ତା ମଧ୍ୟରେ ଥିବା ୨୭ରୁ ଅଧିକ ଶ୍ରମିକ ଗୁରୁତର । ସମସ୍ତଙ୍କୁ ଉଦ୍ଧାର କଲା ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ…

ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍ ଭ୍ୟାନ୍, ଜଣେ ମହିଳା ମୃତ; ୨୦ରୁ ଅଧିକ ଆହତ

ମୟୂରଭଞ୍ଜ: ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍ ଭ୍ୟାନ୍ । ଜଣେ ମହିଳାଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ବାଲିଶୁଳିଆ ଗାଁ ନିକଟରେ । ସମସ୍ତଙ୍କୁ ପ୍ରଥମେ…

ଭୋଜି ଖାଇବାକୁ ଯିବା ବେଳେ ଓଲଟିଲା ପିକଅପ ଭ୍ୟାନ, ୫୦ରୁ ଅଧିକ ଆହତ; ୪ ଗୁରୁତର

ବାଂଶପାଳ : ଭୋଜି ଖାଇବାକୁ ଯିବା ବେଳେ ଓଲଟିଲା ପିକଅପ ଭ୍ୟାନ । ୫୦ରୁ ଅଧିକ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଅନୁଗୋଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳ ରଢା ଗାଁର ଲୋକ ତଳଯାଗରକୁ ଭୋଜି ଖାଇବାକୁ ଏକ ପିକଅପ ଭ୍ୟାନରେ ବାହାରିଥିଲେ । ଏହି ସମୟରେ ବାଂଶପାଳ ITI ନିକଟରେ ଭାରସାମ୍ୟ ହରାଇ…