ପିକନିକ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି, ପାଳନ ପାଇଁ କଡା ନିର୍ଦ୍ଦେଶ
ଭୁବନେଶ୍ୱର : ପିକନିକ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି । ମଦ୍ୟପାନ କରି ଗାଡି ଚାଳନା ଓ ଦୃତ ଗତି ଉପରେ ରହିବ କଡା ନଜର । ମାର୍ଗଦର୍ଶିକାର ପାଳନ ପାଇଁ ଆରଟିଓମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ପ୍ରମୁଖ ପିକନିକ ସ୍ପଟକୁ ଚିହ୍ନଟ କରିଛି ବିଭାଗ…