ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ସାନ ଘାଗରା, ସୌନ୍ଦର୍ଯ୍ୟର ମଜା ନେଉଛନ୍ତି ପର୍ଯ୍ୟଟକ
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସାନଘାଗରା । ଘଟଗାଁ ମାତାରିଣଙ୍କ ଦର୍ଶନ ପରେ ସାନଘାଗରା ବୁଲି ଭରପୁର ଆନନ୍ଦ ଉଠାଇଥାନ୍ତି ପର୍ଯ୍ୟଟକ । ବର୍ଷକ ବାରମାସ ଥଣ୍ଡା ଅନୁଭୂତ ହେଉଥିବା ସାନଘାଗରାରେ ସବୁ ସମୟରେ ପର୍ଯ୍ୟଟକଙ୍କ ଭିଡ ଲାଗିରହେ । ଏହାର ବଣ, ପାହାଡ, ଝରଣାର ନୈଶର୍ଗିକ ସୌନ୍ଦର୍ଯ୍ୟ…