ପର୍ଯ୍ୟଟନ ସ୍ଥଳୀ ତପ୍ତପାଣିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼
ଗଞ୍ଜାମ (କେନ୍ୟୁଜ୍) : ପିକନିକ ପାଇଁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ୨୦୧୮ ବର୍ଷ ଶେଷରେ ତପ୍ତପାଣିରେ ଭୋଜି କରିବା ସହ ପ୍ରାକୃତିକ ସୌନ୍ଦର୍ୟ୍ୟକୁ ଉପଭୋଗ କରୁଛନ୍ତି ଲୋକେ । ବିଶେଷ କରି କୋଲକାତାରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଛନ୍ତି…