କେବେ ଦେଖିଛନ୍ତି ଦୁଇ ବେଡରୁମ୍ ଥିବା ପତଳା ଘର ? ମୂଲ୍ୟ ଜାଣିଲେ ଉଡିଯିବ ହୋସ୍
ପ୍ରତ୍ୟେକ ଲୋକର ସ୍ୱପ୍ନ ଥାଏ କି, ତା’ର ନିଜର ଏକ ଘର ହେଉ। ଯେଉଁ ଘରେ ସେ ନିଜ ପରିବାର ସହିତ ଖୁସିରେ ଜୀବନ ବିତାଇପାରିବ। ଆଉ ଏହି ଘର ତିଆରି ଏବଂ ଡିଜାଇନ କରିବା ପାଇଁ ବିଭିନ୍ନ ପ୍ରକାରର ଲୋକ ବିଭିନ୍ନ ଷ୍ଟାଇଲ କରିଥାନ୍ତି। ଗୋଟେ ସୁନ୍ଦର କରିବା ପାଇଁ ବହୁତ ଲୋକ ବଡ ବଡ ଜାଗା ମଧ୍ୟ…