ଆଇବ୍ରୋରେ Piercing କରେଇବା ପଡ଼ିଗଲା ଭାରୀ; ୧୫ ବର୍ଷୀୟା ସ୍କୁଲ ଛାତ୍ରୀଙ୍କ ୪ କାର୍ଡିଆକ ଅରେଷ୍ଟ ପରେ ମୃତ୍ୟୁ
ଏଠାରେ ବ୍ରାଜିଲରେ ଜଣେ ସ୍କୁଲ ଛାତ୍ରୀଙ୍କ ସହିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୧୫ ବର୍ଷୀୟା ଇଜାବେଲା ଏଡୁଆର୍ଡା ଡିସୁଜାଙ୍କୁ ଆଇବ୍ରୋରେ ପିୟର୍ସିଂ କରେବାର ଦାମ୍ ନିଜ ଜୀବନକୁ ମରଣ ମୁହଁରେ ଠେଲି ଭରଣା କରିବାକୁ ପଡ଼ିଛି। ପ୍ରଥମେ ଏହି ଛାତ୍ରୀଙ୍କୁ ପିୟର୍ସିଂ ଯୋଗୁ ଗମ୍ଭୀର ସଂକ୍ରମଣ…