ହାତୀ ଦାନ୍ତ ଭଳି ବାର୍ହା ଦାନ୍ତ ମଧ୍ୟ ବିକ୍ରି ହୁଏ, ଜାଣନ୍ତୁ ଗୋଟିଏ ଦାନ୍ତର ଦାମ୍ କେତେ
ପ୍ରାୟତଃ ଆପଣ ଶୁଣିିଥିବେ ଯେ ହାତୀ ଦାନ୍ତ ଚୋରା ଚାଲାଣ ହୋଇଥାଏ । ଏହା ସହ କୁହାଯାଏ କି ହାତୀ ଦାନ୍ତ ବହୁତ ମହଙ୍ଗ ବିକ୍ରି କରାଯାଏ । ଏହି କାରଣରୁ ଅଧିକ ହାତୀଙ୍କ ହତ୍ୟା ହେଉଥିବା ଖବର ଶୁଣିବା ପାଇଁ ମିଳୁଛି । କିନ୍ତୁ ଆପଣ ଜାଣିଛନ୍ତି କି ହାତୀ ଦାନ୍ତ ବ୍ୟତୀତ ବାର୍ହା ଦାନ୍ତ ମଧ୍ୟ ବହୁତ…