ବଡ଼ ଯାତ୍ରାର ବଡ଼ ଠାକୁରଙ୍କ ପାରା: କେବଳ ଯାତ୍ରା ବେଳେ ଅଚାନକ ଆସନ୍ତି ଓ ଶେଷରେ ଉଭାନ୍ ହୋଇ ଯାଆନ୍ତି
ମାଲକାନଗିରି (କେନ୍ୟୁଜ୍) : ଆମ ଦେଶରେ ଧାର୍ମିକ ପରମ୍ପରାର ମହତ୍ତ୍ୱ ଅନେକ। ଆଉ ପ୍ରତ୍ୟେକ ପରମ୍ପରାରେ କିଛି ବିଶେଷତ୍ୱ ରହିଥାଏ। ଏମିତି ଏକ ଭିନ୍ନ ପରମ୍ପରା ହେଉଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ଼ଯାତ୍ରା। ଏହି ଯାତ୍ରାର କିମ୍ବଦନ୍ତୀ କିଛି ଅଲଗା। ତେବେ ଏହି ବଡ଼ଯାତ୍ରାର ଏକ…