Browsing Tag

pigeon

ଜାଣନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ପାରା ଘରେ ବସା ତିଆରି କରିବା ଶୁଭ ନା ଅଶୁଭ

ବର୍ତ୍ତମାନ ସମୟରେ ମଧ୍ୟ ଲୋକମାନେ ବାସ୍ତୁ ଶାସ୍ତ୍ରରେ ବହୁତ ବିଶ୍ୱାସ କରନ୍ତି । ଲୋକମାନେ ଘର ଆରମ୍ଭ କରିବା ଠାରୁ ଆରମ୍ଭ କରି ଘର ସଜାଡିବା ପର୍ଯ୍ୟନ୍ତ ସବୁ କଥା ବାସ୍ତୁ ଶାସ୍ତ୍ର ଅନୁସାରେ କରିଥାନ୍ତି । ତେବେ ଆପଣ ନିଶ୍ଚୟ ଅନେକ ଘରେ ପାରା ବସା କରିଥିବାର ଦେଖିଥିବେ । ଯଦିଓ ଗୋଟିଏ ଘରେ…

କେବେ ଖୋଲିବ ପାରା ରହସ୍ୟ ? ଗୁଇନ୍ଦା ପାରା ବଢ଼ାଉଛି ସୁରକ୍ଷା ପ୍ରତି ବିପଦ ଆଶଙ୍କା

କେବେ ଖୋଲିବ ପାରା ରହସ୍ୟ ? ଗୁଇନ୍ଦା ପାରା ବଢ଼ାଉଛି ସୁରକ୍ଷା ପ୍ରତି ବିପଦ ଆଶଙ୍କା । ଜାତୀୟ ତଥ୍ୟ ଚୋରି ପାଇଁ ସକ୍ରିୟ ହୋଇଛନ୍ତି କି ବିଦେଶୀ ? ବାଲେଶ୍ଵର ଡିଆରଡିଓ ହନିଟ୍ରାପ ମାମଲା ପରେ ଏବେ ପାରାଦୀପରୁ ସନ୍ଦିଗ୍ଧ ପାରା ଠାବ ଘଟଣା ବଢାଇଛି ଚିନ୍ତା । ପାରାର ଗୋଡ଼ରେ ଡିଜିଟାଲ ଡିଭାଇସ୍‌ ଓ…

ପୋଲିସ ହାତରେ ଧରାପଡ଼ିଛି ବିଦେଶୀ ଟ୍ୟାଗ୍ ଲାଗିଥିବା ପାରା, ମାଓବାଦୀ ଟ୍ରେନିଂ ଦେଇଥିବା ସନ୍ଦେହ

ମାଲକାନଗିରି(କେ.ନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ କୋଣ୍ଡାଗାଓଁରେ ପୋଲିସ ହାତରେ ଧରାପଡିଛି ବିଦେଶୀ ଟ୍ୟାଗ୍ ଲାଗିଥିବା ପାରା। ଦେଖିବାକୁ ଏହା ସନ୍ଦେହଜନକ ଲାଗୁଛି। କାରଣ ପାରାର ଗୋଡ଼ରେ ଲାଗିଛି ବିଦେଶୀ ଭାଷାର ଟ୍ୟାଗ୍। କୁହାଯାଉଛି ମାଓଗଡ଼ କୁହାଯାଉଥିବା କୋଣ୍ଡାଗାଓଁ ଅଞ୍ଚଳରେ…

ପାରା ପ୍ରେମରେ ତୁମେଶ୍ୱର: ପିଞ୍ଜରାରେ ନୁହେଁ ବରଂ ନିଜ ଛାତିରେ ବସାଇ କରୁଛନ୍ତି ଗେଲ

ନାର୍ଲା: ଆଜିକାଲି ଆଉ ଆଗ ଭଳି ମାଳ ମାଳ ପାରାଙ୍କୁ ଦେଖିବାକୁ ମିଲୁନି । କଂକ୍ରିଟ ସହରରେ ହଜି ଗଲେଣି ପାରା । କିନ୍ତୁ ଏଠି ଖୋଲା ଆକାଶ ନୁହେଁ ବ୍ୟକ୍ତିଙ୍କ ଛାତିରେ ବୁଲୁଛି ଆନନ୍ଦରେ। କଳାହାଣ୍ଡି ଜିଲ୍ଲା ନାର୍ଲା ଅଞ୍ଚଳରେ ପାରାର ପ୍ରେମିକ ଭାବେ ଜଣା ତୁମେଶ୍ୱର ପାତ୍ର। ସହରୀ ସଭ୍ୟତା…

ମଣିଷଙ୍କ ଭଳି ଏସ୍‌କେଲେଟରରେ ବୁଲୁଛି ପାରା, ଭିଡିଓ ଦେଖିଲେ ହସି ହସି ଗଡ଼ିଯିବେ

ପ୍ରତିଦିନ ସୋସିଆଲ ମିଡିଆରେ କିଛି ଏମିତି ଭିଡିଓ ସେୟାର କରାଯାଇଥାଏ ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥାନ୍ତି। ଏବେ ସେହିଭଳି ଜୀବଜନ୍ତୁଙ୍କର ଏକ ଭିଡିଓ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଏସ୍‌କେଲେଟରରେ ବୁଲୁଥିବା ଏକ ପାରାର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏସ୍‌କେଲେଟରରେ ଲୋକମାନେ…

ପାରା ବି ବୁଝିପାରେ ବିଜ୍ଞାନ! ରିସର୍ଚ୍ଚରୁ ହେଲା ସ୍ପଷ୍ଟ

ଆମ ଦେଶରେ ପାରାଙ୍କୁ ପାଳିବାର ପରମ୍ପରା ବହୁ ପୁରୁଣା ଯୁଗରୁ ରହିିଆସିଛି। ପାରାମାନଙ୍କର ପ୍ରଖର ବୁଦ୍ଧିକୁ ନଜରରେ ରଖି ପୁରୁଣା କାଳର ଲୋକେ ନିଜ ସନ୍ଦେଶକୁ ସେମାନଙ୍କ ଜରିଆରେ ହିଁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ପଠାଉଥିଲେ। ଏବେ ଏହି କଥାକୁ ସତ ବୋଲି ପ୍ରମାଣିତ କରିଛି ଏକ ରିସର୍ଚ୍ଚ। ଏଥିରୁ…