Browsing Tag

pihu mother

ପ୍ରତିଶ୍ରୁତି ପରେ ଅନଶନ ଭାଙ୍ଗିଲେ ନିଖୋଜ ପିହୁର ମାଆ

ଯାଜପୁର ଟାଉନ (କେନ୍ୟୁଜ୍‌) ଅନଶନରୁ ଓହରିଲେ ନିଖୋଜ ପିହୁର ମା ମୋନାଲିସା ନାୟକ । ଗତ ୨୦୨୦ ମସିହା ଅଗଷ୍ଟ ୯ ତାରିଖରୁ ନିଖୋଜ ଥିବା ପିହୁକୁ ଖୋଜି ଠାବ କରିବାରେ ଜିଲ୍ଲା ପୋଲିସ ସହ ରାଜ୍ୟ ସରକାର ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ କରି ଗତକାଲି ଠାରୁ ସେ ଧାରଣା ଦେଇଥିଲେ । ଯାଜପୁର…