Browsing Tag

pil for cancel

କରୋନା ଭୟରେ ଏଥର ବନ୍ଦ ହେବକି ଆଇପିଏଲ୍‌ ? କୋର୍ଟରେ ମାମଲା ରୁଜୁ

ମୁମ୍ବାଇ : କରୋନା ଭାଇରସ୍‌ ଭୟ ସାରା ବିଶ୍ୱକୁ ଆତଙ୍କିତ କରିଛି । ତେଣୁ ଅନେକ ସ୍ଥାନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ସମ୍ମିଳନୀ ଆଦି ବାତିଲ ହୋଇଯାଉଛି । ଏହି ପରିପ୍ରେକ୍ଷୀରେ ଭାରତରେ ହେବାକୁ ଥିବା ଫଟାଫଟ୍‌ କ୍ରିକେଟ୍‌ ଟି-୨୦ ମହାସମର ଆଇପିଏଲ୍‌କୁ ବି ବାତିଲ କରିବା ପାଇଁ ଦାବି…