Browsing Tag

pilot dead body found

ଦୁର୍ଘଟଣାର ୧୧ ଦିନ ପରେ ଆରବ ସାଗରରୁ ମିଳିଲା MiG-29K ର ପାଇଲଟଙ୍କ ଶବ

ଭାରତୀୟ ନୌସେନାର ବିମାନ MiG-29K ଦୁର୍ଘଟଣାଗ୍ରସ୍ତ ହେବାର ୧୧ ଦିନ ବିତିଗଲାଣି। ଦୀର୍ଘ ୧୧ ଦିନ ପରେ ନିଖୋଜ ହୋଇଥିବା ଜଣେ ପାଇଲଟଙ୍କ ମୃତଦେହ ଆରବ ସାଗରରୁ ଉଦ୍ଧାର କରାଯାଇଛି। ମୃତ ପାଇଲଟ୍‌ଙ୍କ ନାମ ନିଶାନ୍ତ ସିଂହ । ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଭାରତୀୟ ନୌସେନାର ଏକ ଟ୍ରେନର…