Browsing Tag

Pindaan

ଯାଜପୁର ବିରଜା ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୂଜାର୍ଚ୍ଚନା ପରେ ନାଭିଗୟାରେ କରିବେ ପିଣ୍ଡଦାନ

ଯାଜପୁର : ଯାଜପୁର ବିରଜା ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂଜାର୍ଚ୍ଚନା ପରେ ନାଭିଗୟାରେ ପିଣ୍ଡଦାନ କରିବେ ଦ୍ରୌପଦୀ ମୁର୍ମୁ । ମାଆଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ୧୬ଜଣ ବ୍ରାହ୍ମଣଙ୍କ ବ୍ୟତୀତ ୩୨ଜଣ ସେବାୟତ ମନ୍ଦିରରେ…