ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ପିଙ୍କ ବଲ ଟେଷ୍ଟରେ ପ୍ରଥମ ଇନିଂସରେ ୨୫୨ ରନ୍ କରି ଅଲ ଆଉଟ ଭାରତ
କେନ୍ୟୁଜ୍(ବ୍ୟୁରୋ): ପିଙ୍କ ବଲ ଟେଷ୍ଟ । ଭାରତ ୨୫୨ ରନ୍ରେ ଅଲ ଆଉଟ୍ । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ପିଙ୍କ ବଲ ଟେଷ୍ଟରେ ପ୍ରଥମ ଇନିଂସରେ ୨୫୨ ରନ୍ କରି ଅଲ ଆଉଟ ହୋଇଛି ଭାରତ । ଋଷଭ ପନ୍ଥ ୩୯ ଓ ହନୁମା ବିହାରୀ ୩୧ ରନ୍ କରିଥିଲେ । ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସ…