ଖାସ ଉଦ୍ଦେଶ୍ୟ ନେଇ ଗୋଲାପୀ ଶାଢ଼ୀ ପିନ୍ଧି KBCରେ ଯୋଗ ଦେଲେ ଦୀପା
ବିଗ ବି ଅମିତାଭ ବଚ୍ଚନଙ୍କ ଦ୍ୱାରା ପରିଚାଳିତ 'କୌନ ବନେଗାଁ କରୋଡ ପତି' ତାର ଏକାଦଶ ସଂସ୍କରଣରେ ପହଂଚିଲାଣି। ଏଥିରେ ଭାଗ ନେବା, ସୁପର ଷ୍ଟାର ଅମିତାଭ ବଚନଙ୍କ ସାମ୍ନାରେ ବସି ସବୁ ପ୍ରଶ୍ନର ଠିକ ଠିକ ଉତ୍ତର ଦେବା ପ୍ରତିଟି ଭାରତୀୟଙ୍କ ସ୍ବପ୍ନ । ହୁଏତ କେହି ବି ଭାରତୀୟ ନଥିବେ ଯିଏ କି…