Browsing Tag

pipili

ପ୍ରଭୁ ଉଗ୍ରେଶ୍ଵର ଦେବଙ୍କ ପୀଠରେ ହେଉଥିବା ଶୈବ ମହାଯଜ୍ଞର ରହିଛି ଏକ ଭିନ୍ନ ମହତ୍ତ୍ବ

ପିପିଲି: ଚାରିଆଡ଼େ ଆଧ୍ୟାତ୍ମିକ ବାତାବରଣ । କେଉଁ ଭକ୍ତ ଦ୍ଵିପ ବସାଉଛନ୍ତି ତ ଆଉ କେଉଁ ଭକ୍ତ ଯୋଡ଼ ହସ୍ତ ହୋଇ ଭଗବାନଙ୍କୁ ଅନ୍ତରର ପ୍ରାର୍ଥନା ଜଣାଉଛନ୍ତି । ଆଉ ଏପଟେ ମନ୍ତ୍ର ବୋଲି ପୂଜକ ମନ୍ଦିର ଭିତରେ ଠାକୁରଙ୍କ ନିକଟରେ କରୁଛନ୍ତି ପୂଜାର୍ଚ୍ଚନା । ଅନ୍ୟ ପଟେ ଯଜ୍ଞର ପବିତ୍ର ଅଗ୍ନୀ ସତେ…

ଖାଦ୍ୟ ପସରାରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ପିପିଲି: ସିମେଇ, ଖିରି,ଖରିସା, ସୁଜି ଉପମା,ସୁଜି ଚକୁଳି, ଖେଚୁଡ଼ି, ମାଣ୍ଡିଆ, ରାଶି ଲଡ଼ୁ, ଚୁଡ଼ା ମୂଆଁ ବିଭିନ୍ନ ପ୍ରକାର ଖାଦ୍ୟର ପସରା ମେଲିଛି । ଶିଶୁ ଖାଦ୍ୟ ସାଙ୍ଗକୁ ଗର୍ଭବତୀ ମହିଳା ଙ୍କ ପାଇଁ ଏହି ଖାଦ୍ୟ ଉଦ୍ଧିଷ୍ଟ । ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଛି ଏହି ଖାଦ୍ୟର…

ଗଜାନନଙ୍କ ପାଇଁ ଶିକ୍ଷାଦାନ ବନ୍ଦ କଲେ କଲେଜ କର୍ତୃପକ୍ଷ, ଛାତ୍ରଛାତ୍ରୀ ନିରାଶ

ଗଜାନନଙ୍କ ପାଇଁ ଶିକ୍ଷାଦାନ ବନ୍ଦ କଲେ କଲେଜ କର୍ତୃପକ୍ଷ । ଗତ ଦୁଇ ଦିନ ଧରି ଲାଗି ରହିଛି ଏଭଳି ସମସ୍ୟା । ଏପରିକି ଶିକ୍ଷାଦାନ ବନ୍ଦ ସାଙ୍ଗକୁ ପ୍ରାକ୍ଟିକାଲ ପରୀକ୍ଷାରେ ଲାଗିଛି ତାଲା । ହାତୀ ଭୟରେ ଏବେ ଭୟଭୀତ ପୁରା କ୍ୟାମ୍ପସ । ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ଅଧ୍ୟାପକ ଏବଂ…

୧୦ ଲକ୍ଷ ଟଙ୍କାରେ ହେଇଛି ଉନ୍ନତିକରଣ କାମ, ହେଲେ ବିଦ୍ୟାଳୟ କାନ୍ଥ ଫାଟି ଆଁ କରିଛି

ଭଙ୍ଗା ଆଉ ଫଟା କାନ୍ଥ ଉପରେ ବୋଳାଯାଇଛି ରଙ୍ଗ । ରଙ୍ଗର ମାନ ପୁଣି ଏପରି ଯେ ତାହା ଲଗାଯିବାର କିଛି ଦିନ ମଧ୍ୟରେ ହିଁ ଛାଡ଼ିଗଲାଣି । ଏବେ ଦେଖନ୍ତୁ ଟାଇଲ କଥା । ତାହାର ମାନ ଏପରି ଯେ ହାତ ମାରୁ ମାରୁ ଛାଡ଼ି ଯାଉଛି । ଏ ହେଉଛି ଗୃହକୁ ପ୍ରବେଶ କରିବା ସମୟରେ ହାତ ଧରି ଭିତରକୁ ଉଠିବାର ରେଲିଙ୍ଗ…

ମାତ୍ର ୫ ଟଙ୍କା ଠାକୁରଙ୍କୁ ଲାଗି କରିବା ପରେ ଠାକୁରଙ୍କ ଆଜ୍ଞାରେ ମାନିସିକ ପୂରଣ ହୋଇଥାଏ

ପିପିଲି: ଭକ୍ତି ଭାବନା ଆମ ବିଶ୍ୱାସର କଥା । ଆପଣ ଦେଖୁଥିବା ଏହି ବରଗଛ ଟି କାହିଁ କେଉଁ ଅନାଦି କାଳରୁ ପୂଜା ପାଇ ଆସୁଅଛି । ଯେଉଁ ବିଶ୍ୱାସ ଆଧାରରେ କାହିଁ କେତେ ଦୂରରୂ ଭକ୍ତମାନେ ମାନସିକ ପାଇଁ ଏହି ପୀଠକୁ ଆସିଥାନ୍ତି । ଭକ୍ତଙ୍କର ବିଶ୍ୱାସ ଆଉ ଭରସାର ଏହି ବରଗଛ । ଏହି ଗଛ ମୂଳରେ ନିଷ୍ଠା…

୫ ମାସର ଶିଶୁକନ୍ୟାକୁ ଉଦ୍ଧାର କଲେ ରାଜ୍ୟ ମହିଳା ଓ ଶିଶୁଵିକାଶ ଅଧିକାରୀ

ପିପିଲି: ଗୋଟିଏ ୫ ମାସର ପିଲା ଲାଗି ଚାଲିଛି ହଟ୍ଟଗୋଳ । ଝିଅଟିକୁ କାଖରେ ଧରି ମହିଳା ଜଣକ କହୁଛନ୍ତି ପିଲାଟିକୁ ମୁଁ ଆଣିଛି । ମୁଁ ତା ମା’ ହୋଇ ତାକୁ ପାଳିବି । ମୋତେ ତା ବାପା ମା’ ଦେଇଛନ୍ତି । ମୋର ଦୁଇଟି ପୁଅ ଥିଲେ ଏ ଗୋଟେ ଝିଅ, ମୁଁ ୟାକୁ ପାଳିପୋଷି ବଡ଼ କରିବି । ତା ପାଟିରୁ ମା’ ଡାକ…

ବାଦାମ ଚାଷ କରି ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ପିପିଲି : ଯୁଆଡ଼େ ଦେଖିବେ ଖାଲି ପାଣି ଆଉ ପାଣି । ଗତ ଦୁଇ ଦିନ ଧରି ରାଜ୍ୟରେ ଦେଖା ଦେଇଥିବା ଲଘୁଚାପ ଜନିତ ବର୍ଷା ସମସ୍ତ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଲଘୁଚାପ ବର୍ଷାର ପ୍ରଭାବରେ ବାଦାମ ଚାଷ ଜୋରଦାର ପ୍ରଭାବିତ ହୋଇଛି ପୁରୀ ଜିଲ୍ଲା କଣାସରେ । ଚାଷୀମାନେ ଦୟା ଏବଂ ରାଜୁଆ ନଦୀର…

ପିପିଲି ରୁ ଜବତ ହେଲା ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ

ପିପିଲି : ପିପିଲି ରୁ ରାଉଲକେଲା ଲମ୍ବିଛି ଧଳା ଜହରର କାରବାର !  ପିପିଲି ରୁ ଜବତ ହେଲା ୪୦ ଲକ୍ଷ ଟଙ୍କା ର ବ୍ରାଉନ ସୁଗାର ।  ୩ ଅଟକ ସମେତ ଏକ କାର ଜବତ । ବାଲେଶ୍ୱରରୁ ଏହି ବ୍ରାଉନ ସୁଗାର ଆସୁଥିବା ବେଳେ ଅଟକ ଥିବା ୨ ଯୁବକ ରାଉଲକେଲା ଅଂଚଳ ର ବୋଲି ସୂଚନା । ଗୁଇନ୍ଦା ସୂଚନା ଅନୁସାରେ…

ମତ୍ସ୍ୟଜୀବିମାନଙ୍କ ସାହା ଭରଷା ଚଣ୍ଡିଆକୁଦାର ମା’ କାଳିଜାଇ

ପିପିଲି: ଗଭୀର ଜଳ ରାଶି । ଯୁଆଡ଼େ ଦେଖିବେ ଅମାପ ପାଣି । ଏହାରି ଭିତରେ ଟକେ  ନିରେଖି ଚାହିଁଲେ ଦେଖାଯାଉଛି ନାଲି ଫର ଫର ବାନା । ଏ ବାନା ବିଶ୍ଵାସ ଆଉ ଭକ୍ତିର । ପ୍ରତେ୍ୟକ ସମୟ ପାଇଁ ମତ୍ସ୍ୟଜୀବିଙ୍କ ପାଇଁ ପାଲଟିଛି ଆଶ୍ରୟର ନୀଡ଼ । ଅମାପ ଚିଲିକାର ଜଳ ରାଶିରେ ଝଡ଼ ବତାସରେ…

ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସଙ୍କ ଏକାଦଶତମ ବାର୍ଷିକ ଭକ୍ତ ସମ୍ମିଳନୀ

ପିପିଲି : ଦୋଳ ବିମାନରେ ବସିଛନ୍ତି ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ଫଟୋଚିତ୍ର । କାନ୍ଧରେ କାନ୍ଧେଇ ଚାଲିଛନ୍ତି ତାଙ୍କର ଭକ୍ତଗଣ । ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁ କୁ ଠାକୁରଙ୍କୁ ନେଉଛନ୍ତି । ଦୋଳ ବିମାନ ଆଗରେ ଚାଲିଛି ହରିନାମ ସାଙ୍ଗକୁ ନାମ ସଂକିର୍ତନ । ଆଉ ତା ସାଙ୍ଗକୁ ପୁରୀ…

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

ପିପିଲି : ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା । ପିପିଲି-ଜଟଣୀ ରାସ୍ତାର କାକୁଡିଆ ଠାରେ ବସ୍ -ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଉଦ୍ଧାର ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସରେ ୫୦ରୁ…

ହନୁ ମାଙ୍କଡ଼ ଆତଙ୍କ, ଲୋକଙ୍କୁ ଗୋଡେଇ ଗୋଡେଇ କାମୁଡ଼ିଲା ମାଙ୍କଡ଼ 

ପିପିଲି : ପୁରୀ ଜ଼ିଲ୍ଲା ପିପିଲି ବିଜ୍ଞାପିତ ପରିଷଦ ଅଂଚଳରେ ପାଗଳ ହନୁ ମାଙ୍କଡ଼ର ଆତଙ୍କରେ ଅନେକ ଲୋକେ ଆହତ ହୋଇଛନ୍ତି । ପାଗଳ ହନୁ ମାଙ୍କଡ଼ ଗୋଡେଇ ଗୋଡେଇ କାମୁଡିବା ରେ ୭ ଜଣ ଗୁରୁତର ହୋଇ ଥିବା ବେଳେ ୫ ଜଣ ଛୋଟ ପିଲା ଥିବା ବେଳେ ୨ ଜଣ ମହିଳା ଗୁରୁତର ହୋଇଛନ୍ତି ।  ହନୁ ମାଙ୍କଡ଼ର ଭୟ…