Browsing Tag

pipili by election

ଆଜି ପିପିଲି ରେଜଲ୍ଟ : ଆରମ୍ଭ ହୋଇଯାଇଛି ଭୋଟ ଗଣତି, ବଢୁଛି ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା

ପିପିଲି(କେନ୍ଯୁଜ୍): କିଏ ଜିତିବ ପିପିଲି ବାଜି ? କାହା ସପକ୍ଷରେ ଯିବ ଜନାଦେଶ ? ପ୍ରାର୍ଥୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା । ଆଜି ଆସିବ ପିପିଲି ରେଜଲ୍ଟ । ଆରମ୍ଭ ହୋଇଯାଇଛି ଭୋଟ ଗଣତି ।  ବାହାରିବ ୧୦ ପ୍ରାର୍ଥୀଙ୍କ ଭାଗ୍ୟଫଳ । ପୁରୀ ପେଣ୍ଠକଟା ଷ୍ଟ୍ରଙ୍ଗରୁମ୍‌ରେ ୨ଟି ରୁମରେ ୧୪ଟି…

ମା’ ଓ ଭଉଣୀଙ୍କ ସହ ଆସି ଭୋଟ୍‌ ଦେଲେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ

ପିପିଲି(କେନ୍ଯୁଜ୍):ଭୋଟ୍‌ ଦେଲେ ରୁଦ୍ର ମହାରଥୀ। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ନିଜ ପରିବାର ଲୋକଙ୍କ ସହ ଆସି ଭୋଟ୍‌ ଦେଇଛନ୍ତି। ତାଙ୍କ ସାଙ୍ଗରେ ଥିଲେ ମାଆ ପ୍ରତିଭା ମହାରଥୀ, ଭଉଣୀ ପଲ୍ଲବୀ ମହାରଥୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ଦାସ। ନିଜ ଗାଁ ପଣିତୋଳ ଉପ୍ରା ବିଦ୍ୟାଳୟରେ…

ପିପିଲି ଉପନିର୍ବାଚନ: ଅନେକ ବୁଥ୍‌ରେ EVM ତ୍ରୁଟି, ମତଦାନ ବିଳମ୍ବ

ପିପିଲି(କେନ୍ଯୁଜ୍): ପିପିଲି ଉପନିର୍ବାଚନ ଆରମ୍ଭ ହୋଇଥିବାବେଳେ ଅନେକ ବୁଥ୍‌ରେ EVM ତ୍ରୁଟି ଦେଖାଦେଇଛି। ଫଳରେ ମତଦାନ ଆରମ୍ଭ ହୋଇପାରିନାହିଁ। ନୂଆଶାସନ ଦକ୍ଷିଣସାହି ୨୦୩ ନମ୍ବର ବୁଥ୍‌ରେ EVM ଅଚଳ ଯୋଗୁଁ ମତଦାନରେ ବିଳମ୍ବ ହୋଇଛି। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଆସନ୍ତୋଷ ଦେଖାଦେଇଛି।…

ପିପିଲି ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ, ମୈଦାନରେ ଲଢୁଛନ୍ତି ୧୦ ପ୍ରାର୍ଥୀ

ପିପିଲି(କେନ୍ଯୁଜ୍): ପିପିଲି ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ । ମୈଦାନରେ ଅଛନ୍ତି ୧୦ ପ୍ରାର୍ଥୀ । ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସନ୍ଧ୍ୟା ୬ଟା ଯାଏ ମତାଦାନ ଚାଲିବ । ରୁଦ୍ର ପ୍ରତାପ ମହାରଥୀ ବିଜେଡି ପ୍ରାର୍ଥୀ ଅଛନ୍ତି। ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ…

ପିପିଲି ଉପନିର୍ବାଚନ ପାଇଁ ଥମିଲା ପ୍ରଚାର, ୩୦ରେ ଭୋଟ୍‌: ଆଜି ବୁଥ୍‌କୁ ଯିବେ ପୋଲିଂ ପାର୍ଟି

ପିପିଲି(କେନ୍ଯୁଜ୍): ଥମିଲା ପ୍ରଚାର, ୩୦ରେ ଭୋଟ୍‌। ସରିଛି ବିଭିନ୍ନ ଦଳର ପ୍ରଚାର। ଆଜି ବୁଥ୍‌କୁ ଯିବେ ପୋଲିଂ ପାର୍ଟି। ତିନୋଟି ପର୍ଯ୍ୟାୟରେ ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା, ପୂର୍ବାହ୍ନ ୧୦ରୁ ଅପରାହ୍ନ ୧ଟା ଓ ଅପରାହ୍ନ ୧ରୁ ୪ଟା ମଧ୍ୟରେ ପୋଲିଂ ପାର୍ଟିକୁ ପଠାଯିବ। ଏଥିପାଇଁ ୧୦ଟି…

ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର, ଶେଷ ପର୍ଯ୍ୟାୟରେ ଜମୁଛି ଲଢ଼େଇ

ପିପିଲି(କେନ୍ଯୁଜ୍):ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଶେଷ ପର୍ଯ୍ୟାୟରେ ପ୍ରଚାର ଲଢ଼େଇ ଜମୁଛି । ଗାଁକୁ ଗାଁ, ଘରକୁ ଘର ଯାଉଛନ୍ତି ପ୍ରାର୍ଥୀ । ହେଭିେଓ୍ଵଟ୍‌ ନେତା ବି ମୈଦାନରେ ଝାଳବୁହା ପ୍ରଚାର ଚଳାଇଛନ୍ତି । ଡେଲାଙ୍ଗର ଚାଇଁପୁର ପଞ୍ଚାୟତରେ ମାରାଥନ୍‌ ପ୍ରଚାର କରିଛନ୍ତି…

ପ୍ରବଳ ବର୍ଷା ଓ ପବନକୁ ନଜରରେ ରଖି ପିପିଲି ଉପନିର୍ବାଚନ ପ୍ରାର୍ଥୀଙ୍କ ପାଇଁ ଆଡଭାଇଜରୀ ଜାରି

ପିପିଲି (କେନ୍ଯୁଜ୍): ପିପିଲି ଉପନିର୍ବାଚନ ପ୍ରାର୍ଥୀଙ୍କ ପାଇଁ ଆଡଭାଇଜରୀ । ସବୁ ଦଳର ପ୍ରାର୍ଥୀଙ୍କ ପାଇଁ ଆଡଭାଇଜରୀ ଜାରି କରାଗଲା । ପ୍ରବଳ ବର୍ଷା ଓ ପବନକୁ ନଜରରେ ରଖି ଆଡଭାଇଜରୀ ଜାରି କରାଯାଇଛି । ସାମୁଦ୍ରିକ ଝଡ଼ ଗୁଲାବ ପାଇଁ ସତର୍କତା ମୂଳକ ପଦକ୍ଷେପ ନେବାକୁ କୁହାଯାଇଛି ।…

ପିପିଲି ଉପନିର୍ବାଚନ: ଗୋଟିଏ ଦଳରୁ ସର୍ବାଧିକ ୨୦ ଜଣ ଷ୍ଟାର କ୍ୟାମ୍ପେନର ରହିବେ, ନିୟମ ଖିଲାପ କଲେ ପ୍ରଚାର ଅନୁମତି…

କେନ୍ୟୁଜ୍(ବ୍ୟୁରୋ):  ସେପ୍ଟେମ୍ବର ୩୦ରେ ପିପିଲି ଫାଇଟ୍‌ । ଉପନିର୍ବାଚନ ପାଇଁ  ଘୋଷଣା ହେଲା ତାରିଖ । ଅକ୍ଟୋବର ୩ରେ ଭୋଟ ଗଣତି । ଆସନ୍ତା ୬ ତାରିଖରେ ମତଦାନ ପାଇଁ ବାହାରିବ ବିଜ୍ଞପ୍ତି । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡ଼ିଥିଲା । ପୂର୍ବରୁ ଦୁଇ ଦୁଇ ଥର…

ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବ ପିପିଲି ଉପନିର୍ବାଚନ

ଭୁବନେଶ୍ୱର(କେ ନ୍ୟୁଜ): ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବ ପିପିଲି ଉପନିର୍ବାଚନ । ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ଉପନିର୍ବାଚନ ହେବ । ଆଜି ନିର୍ବାଚନ କମିଶନ ଏନେଇ ଘୋଷଣା କରିଛନ୍ତି । ଆସନ୍ତା ୬ ତାରିଖରେ ଏନେଇ ବିଜ୍ଞପତି ପ୍ରକାଶ ପାଇବାକୁ ଥିବାବେଳେ ସେପ୍ଟେମ୍ବର…

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ, ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା

ପିପିଲି : ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ନିଆଗଲା ପଦକ୍ଷପ। ଉପନିର୍ବାଚନ ପାଇଁ ପ୍ରକାଶ ପାଇବ ପୁଣି ନୂଆ ବିଜ୍ଞପ୍ତି। ଏନେଇ ସୂଚନା ଦେଲେ ଭାରତୀୟ ନିର୍ବାଚନ କମିଶନ। ସୂଚନା ଥାଉକି, ଆସନ୍ତା ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ…

ପିପିଲି ଉପନିର୍ବାଚନକୁ ଘୁଞ୍ଚାଇବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା, ୭ତାରିଖ ସୁଦ୍ଧା ପକ୍ଷ ରଖିବାକୁ ନିର୍ବାଚନ…

ପିପିଲି : ପିପିଲି ଉପନିର୍ବାଚନକୁ ଘୁଞ୍ଚାଇବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା। ମାମଲାକୁ ଗ୍ରହଣ କରି ନିର୍ବାଚନ କମିସନଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୭ତାରିଖ ସୁଦ୍ଧା ପକ୍ଷ ରଖିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ହୋଇଛି। ନିର୍ବାଚନ ହେଲା ଶତାଧିକ ଲୋକ କୋଭିଡ…

ଆଜିଠାରୁ ବିଜେଡି ପକ୍ଷରୁ ପିପିଲିରେ ଘରେ ଘରେ ଶଙ୍ଖ ବଣ୍ଟନ କାର୍ଯ୍ୟକ୍ରମ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ବାସଭବନରେ ବୈଠକ। ମହିଳା ବିଜେଡି ପକ୍ଷରୁ ପିପିଲିରେ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯିବ। ଆଜିଠାରୁ ପିପିଲିରେ ଘରେ ଘରେ ଶଙ୍ଖ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ମାଗଣା ଟିକା…