Browsing Tag

pipili by poll

ଅଭେଦ୍ୟ ଗଡ଼କୁ କେହି ଭେଦିପାରିଲେନି, ପିପିଲିରେ ବିଜୟ ବାନା ଉଡ଼ାଇଲେ ଜୁନିୟର ମହାରଥୀ

କେନ୍ୟୁଜ୍(ବ୍ୟୁରୋ):  ପିପିଲିରେ ପୁଣି ବିଜେଡି । ବିଜୟ ବାନା ଉଡ଼ାଇଛନ୍ତି ଜୁନିୟର ମହାରଥୀ । ବାପାଙ୍କ ପରେ ପୁଅ । ପ୍ରଦୀପ ମହାରଥୀଙ୍କ ପରେ ପୁଅ ରୁଦ୍ର ପ୍ରତାପ ମହାରଥୀ ଉପନିର୍ବାଚନରେ ବାଜିମାତ କରିଛନ୍ତି । ବାପା ସାତ ଥର ବିଧାୟକ ଥିଲେ । ପୁଅ ଆରମ୍ଭ କଲେ ନୂଆ ଇନିଂସ । ଏଥିସହ ପିପିଲି…

ପିପିଲିରେ କିଏ ମାରିବ ବାଜି? ୧୬ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଜୁନିଅର ମହାରଥୀ ଆଗରେ

କେନ୍ୟୁଜ୍(ବ୍ୟୁରୋ):  କାହା ଦଖଲକୁ ଯିବ ପିପିଲି ? କିଏ ମାରିବ ବାଜି ? ବିଜୟ ବ୍ୟବଧାନ କେତେ ରହିବ ? ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗଣତି ଜାରି ରହିଛି । ୧୬ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଆଗରେ ରହିଛି ବିଜେଡି । ୧୭ ହଜାର ୪୩୫ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର…