Browsing Tag

pipili delanga

ଅଦିନରେ ଝାମୁଯାତ୍ରା, ହରିବୋଲ ହୁଳହୁଳି ଧ୍ୱନିରେ କମ୍ପି ଉଠିଥିଲା ସମଗ୍ର ପରିବେଶ

ଡ଼େଲାଙ୍ଗ: ଏବେ ଚାରି ଆଡ଼େ ରଜ ମାହୋଲ । ଦୋଳି ଖେଳ ସାଙ୍ଗକୁ ପୋଡ଼ ପିଠାର ମହକରେ ମହକି ଯାଉଛି ଗାଁ ଠୁ ସହର । ସବୁଆଡ଼େ ଉତ୍ସବର ମାହୋଲ । ତେବେ ଏହି ରଜ ଅବସରରେ ଏକ ନିଆରା ପର୍ବ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ଡ଼େଲାଙ୍ଗ ନିକଟ ଖଣ୍ଡିଗାଁରେ । ରଜ ସମୟରେ ଚାଲିଥିଲା ଝାମୁଯାତ୍ରାର ଆସର ।…

ଭାଜପାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ, ପିପିଲି-ଡ଼େଲାଙ୍ଗବାସୀଙ୍କ ଆଗରେ ରିପୋର୍ଟ କାର୍ଡ଼ ଦେଲେ ବିଧାୟକ ଓ ସାଂସଦ

ପିପିଲି : ଭାଜପା ପାଳନ କରିଛି ବିଜୟ ଉତ୍ସବର ଏକ ବର୍ଷ ପୂର୍ତ୍ତି ଉତ୍ସବ । ପିପିଲି ଦାଣ୍ଡମୁକୁନ୍ଦପୁର ବାଲିପଡ଼ଇଆରେ ବିଶାଳ ଆଶୀର୍ବାଦ ଉତ୍ସବ ଆୟୋଜିତ କରି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଆଶିଷ କାମନା କରିଥିଲେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ ସାଂସଦ ଡ଼ ସମ୍ବିତ ପାତ୍ର । ଏକ…

ହନୁମାନ ଟଙ୍କା ନା ନକଲି ନୋଟ କାରବାର! ୩ ଯୁବକଙ୍କୁ ଘରେ ବନ୍ଦୀ କଲେ ଗ୍ରାମବାସୀ

ଡେଲାଙ୍ଗ: ରାତି ପାଖାପାଖି ୧୧ଟା ବାଜିବ । ଗାଁରେ ଲାଗିଲା ଏକ ମାରୁତି ଗାଡି । ଗାଡ଼ିରେ ଥିଲେ ତିନି ଜଣ ଯୁବକ । ଗାଡ଼ିରୁ ଓଲ୍ଲାହବା ପରେ ଗାଁର ଦୁଇ ଜଣ ଯୁବକଙ୍କ ସହିତ କିଛି ଆଲୋଚନା କରିଥିଲେ । ଆମକୁ ପଚାଶ ହଜାର ଟଙ୍କା ଦିଅ ଆମେ ଆପଣଙ୍କୁ କିଛି ଘଣ୍ଟା ମଧ୍ୟରେ ତିନି ଲକ୍ଷ ଟଙ୍କା ଦେବୁ ।…

ଭାଇଚାରାର ପର୍ବ ଦୟଣାଚୋରୀ ମେଲଣ, ୧୪ ଶହ ଖ୍ରୀଷ୍ଟାବ୍ଦରୁ ହିନ୍ଦୁ ମୁସଲମାନ ଏକାଠି ପାଳି ଆସୁଛନ୍ତି ଏହି ପର୍ବ

କଳା ସଂସ୍କୃତି ଓ ପରମ୍ପରାର ରାଜ୍ୟ ଓଡ଼ିଶା । ଏଠାରେ ଦେଖିବାକୁ ମିଳିଥାଏ ବାର ମାସରେ ତେର ପର୍ବ । କେବଳ ଯେ ଏହା ହିନ୍ଦୁମାନେ ପାଳନ କରିଥାନ୍ତି ତାହା ନୁହେଁ ମୁସଲମାନ ସମ୍ପ୍ରଦାୟ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି । ଏମିତି ଏକ ଭାଈଚାରାର ମେଲଣ ହେଉଛି ପୁରୀ ଜିଲ୍ଲା ଡ଼େଲାଙ୍ଗର ଘୋରଡ଼ିଆରେ…

ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ଜମାଣ ଉତ୍ସବ, ହେଲା ଲକ୍ଷାଧିକ ଲୋକଙ୍କ ଜନ ସମାଗମ

ଡ଼େଲାଙ୍ଗ: ଢୋଲ ବାଜା ଘଣ୍ଟ ଘଣ୍ଟା ତାଳେ ତାଳେ ଝୁଲି ଝୁଲି ଆସୁଛନ୍ତି ପ୍ରଭୁ ଶ୍ରୀ ପଶ୍ଚିମାଶମ୍ଭୁ । ସାଥିରେ ଅଛନ୍ତି ଆଖ ପାଖ ଅଞ୍ଚଳର ୭୭ଟି ଦୋଳ ବିମାନ । ଏ ହେଉଛି ପୁରୀ ଜିଲ୍ଲା ଡ଼େଲାଙ୍ଗ ସ୍ଥିତ ହରିରାଜପୁର ପଞ୍ଚୁଦୋଳ ମେଲଣର ଦୃଶ୍ୟ । ୧୬୩୭ ମସିହାରୁ ଅନୁଷ୍ଠିତ ହୋଇଆସୁଛି ଠାକୁରଙ୍କ ଏହି…

 ପିପିଲି ଓ ଡେଲାଙ୍ଗ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ, ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧ କୋଟି ୫୦ ଲକ୍ଷ…

କେନ୍ୟୁଜ୍(ବ୍ୟୁରୋ):  ପିପିଲି ଓ ଡେଲାଙ୍ଗ ପାଇଁ ୬୮ କୋଟିର ପ୍ରକଳ୍ପ । ରାସ୍ତାଘାଟଠାରୁ ଆରମ୍ଭ କରି ଜଳସେଚନ, ଷ୍ଟାଡିୟମ, ସେତୁ, ବସ୍‌ଷ୍ଟାଣ୍ଡ ଆଦି ବିଭିନ୍ନ ବିକାଶ ପାଇଁ କାମ କରାଯିବ । ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପିପିଲି-ଡେଲାଙ୍ଗ ଅଞ୍ଚଳର ଜନସାଧାରଣଙ୍କ ସହ…