Browsing Tag

pipili election

ପିପିଲି ଉପ ନିର୍ବାଚନ ପାଇଁ ମୁତୟନ ହେବେ ୧୮ ପ୍ଲାଟୁନ୍‌ OSAP

ପିପିଲି (କେନ୍ୟୁଜ) : ପିପିଲି ଉପ ନିର୍ବାଚନ ପାଇଁ ମୁତୟନ ହେବେ ୧୮ ପ୍ଲାଟୁନ୍‌ OSAP । ସେହିପରି ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ପିପିଲି ଉପନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ଏଭଳି ସୂଚନା ଦେଇଛନ୍ତି ADG ଯଶଓ୍ଵନ୍ତ ଜେଠଓ୍ଵା । ଆଜି ଅପରାହ୍ନରେ…

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ଏହି ୪ ବରିଷ୍ଠ ନେତାଙ୍କୁ ଦିଆଗଲା ଦାୟିତ୍ୱ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ । ଦେବୀ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି, ସଞ୍ଜୟ ଦାଶବର୍ମାଙ୍କୁ ଦାୟିତ୍ୱ। ପିପିଲିରେ ରହି ନିର୍ବାଚନ ପରିଚାଳନା କରିବାକୁ ଦାୟିତ୍ୱ । ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।…

ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ, ଏହାପରେ ମୈଦାନରେ ଜମିବ ପ୍ରଚାର

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ପ୍ରାର୍ଥିପତ୍ର ଦାଖଲ କରିବେ । ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।…

ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । ଆଜି ପ୍ରାର୍ଥୀ ଘୋଷଣା କରିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଦଳ କାହାକୁ କରିବ ପ୍ରାର୍ଥୀ ? ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ନା ପୁଅ ରୁଦ୍ର ମହାରଥୀ । କାହାକୁ କରାଯିବ ପ୍ରାର୍ଥୀ…

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ପୁଣି ଆଶ୍ରିତ ପଟ୍ଟନାୟକ ହେଲେ ପ୍ରାର୍ଥୀ

କେନ୍ୟୁଜ୍(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ଆଶ୍ରିତ ପଟ୍ଟନାୟକ ହେଲେ ବିଜେପି ପ୍ରାର୍ଥୀ । ଆଜି ବିଧିବଦ୍ଧ ଭାବେ ପାର୍ଥୀ ତାଲିକା ଘୋଷଣା କରି ଆଶ୍ରିତ ପଟ୍ଟନାୟକଙ୍କ ନାଁରେ ମୋହର ମାରିଛନ୍ତି ବିଜେପିର ହାଇ କମାଣ୍ଡ। ଗତ ୨୦୧୪ ନିର୍ବାଚ୍ଚନରେ ଆଶ୍ରିତ…

ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ

ପିପିଲି (କେନ୍ୟୁଜ) : ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ। ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ହେବ । ୩୦ରେ ନାମାଙ୍କନ ଦାଖଲର ଶେଷ ଦିନ।…

କିଏ ହେବେ ପିପିଲି ପ୍ରାର୍ଥୀ? ମୁହଁ ଖୋଲିଲେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ, କହିଲେ ସୁଯୋଗ ମିଳିଲେ ନିର୍ବାଚନ…

ପିପିଲି : ପିପିଲି ଉପନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି । ପିପିଲିରେ କିଏ ହେବେ ପ୍ରାର୍ଥୀ ? ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଯୋଗାଡ କରିବାରେ ଲାଗିଛନ୍ତି । ଏହାରି ଭିତରେ ମୁହଁ ଖୋଲିଛନ୍ତି ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । ସେ କହିଛନ୍ତି…