ପିପିଲି ଉପ ନିର୍ବାଚନ ପାଇଁ ମୁତୟନ ହେବେ ୧୮ ପ୍ଲାଟୁନ୍ OSAP
ପିପିଲି (କେନ୍ୟୁଜ) : ପିପିଲି ଉପ ନିର୍ବାଚନ ପାଇଁ ମୁତୟନ ହେବେ ୧୮ ପ୍ଲାଟୁନ୍ OSAP । ସେହିପରି ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ପିପିଲି ଉପନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ଏଭଳି ସୂଚନା ଦେଇଛନ୍ତି ADG ଯଶଓ୍ଵନ୍ତ ଜେଠଓ୍ଵା । ଆଜି ଅପରାହ୍ନରେ…