ହଷ୍ଟେଲ ଟଙ୍କା ଦେଇନପାରିବାରୁ ମୁଣ୍ଡରେ କରେଇ ଧରି ମାଟି କାମ କରୁଛନ୍ତି ଜଣେ ଇଞ୍ଜିନିୟରିଙ୍ଗ ଛାତ୍ରୀ
ପିପିଲି: ଦାରିଦ୍ରତା ଆଗରେ ମୁଣ୍ଡ ନୁଆଁଇଛି ଶିକ୍ଷା । ନିରବି ଯାଇଛି ସବୁ କିଛି । ଏହା ପୁଣି ଜଣେ ଛାତ୍ରୀଙ୍କ କ୍ଷେତ୍ରରେ । ଜଣେ ଇଞ୍ଜିନିୟରିଙ୍ଗ ଛାତ୍ରୀ ନିଜର ହଷ୍ଟେଲର ମାସିକ ଦରମା ଦେଇ ପାରିନଥିବାରୁ ଆଜି ମୁଣ୍ଡରେ ଲୁହାର କରେଇ ମୁଣ୍ଡାଇ କରୁଛନ୍ତି ମନରେଗାରେ ମାଟିକାମ ।
ପୁରୀ…