Browsing Tag

pipili police

ଚାରି ଦିନ ପରେ ଗୋହିରିଆ ଛକର ଏକ ହୋଟେଲରୁ ଉଦ୍ଧାର ହେଲେ ପିପିଲିରୁ ନିଖୋଜ ଦୁଇ ନାବାଳକ

ପିପିଲି: ଉଦ୍ଧାର ହେଲେ ପିପିଲିର ଦୁଇ ନାବାଳକ ଛାତ୍ର। ୪ଦିନ ପରେ ଆଜି ସକାଳେ ଜଟଣୀ ଅଞ୍ଚଳର ଗୋହିରିଆ ଛକର ଏକ ହୋଟେଲରୁ ଉଦ୍ଧାର କଲା ପିପିଲି ପୋଲିସ। ଦୁଇ ନାବାଳକ ହେଲେ କମଳାସାଗର ପାଟଣା ଗ୍ରାମର ପବିତ୍ର ଦାସଙ୍କ ପୁଅ ନିରଞ୍ଜନ ଦାସ(୧୪)ଦଶମ ଶ୍ରେଣୀ ଓ କେଦାର ବେହେରାଙ୍କ ପୁଅ…