ସାମ୍ନାକୁ ଆସିଲା ପିପିଲି ଓଭରବ୍ରିଜ ନିକଟରେ ଘଟିଥିବା ଛାତିଥରା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସିସିଟିଭି ଫୁଟେଜ୍
ପିପିଲି: ସାମ୍ନାକୁ ଆସିଲା ଶନିବାର ପିପିଲି ଜାତୀୟ ରାଜପଥ ଓଭରବ୍ରିଜ ନିକଟରେ ଘଟିଥିବା ଛାତିଥରା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସିସିଟିଭି ଫୁଟେଜ୍ । କେମିତି ଘଟିଥିଲା ଦୁର୍ଘଟଣା ସ୍ପଷ୍ଟ ଭାବେ କଏଦ ହୋଇଛି କ୍ୟାମେରାରେ ।
ତିନି ଯୁବତୀ ପୁରୀ ଅଭିମୁଖେ ଯାଉଥିବା ସମୟରେ ଅଧାରେ ରହିଯାଇଥିଲା…