ସନାତନ ଧର୍ମର ପ୍ରଚାର ପାଇଁ ଏକତ୍ରିତ ହେଲେ ଦୁଇ ଶହରୁ ଉର୍ଦ୍ଧ୍ୱ ବୈଷ୍ଣବ, ଗାଁ ଗାଁରେ କରାଗଲା ପରିକ୍ରମା
ପୁରୀ(କେନ୍ୟୁଜ) : ପୁରୀ ଜିଲ୍ଲା ପିପିଲି ମଙ୍ଗଳପୁର ନିକଟ ନୁଆଗୋଡ଼ି ଗ୍ରାମରେ ମଦନ ମୋହନ ମଠାଧିଶ ନବ କିଶୋର ଦାସଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଦୁଇ ଶହରୁ ଉଦ୍ଧ୍ôର୍ ବୈଷ୍ଣବ ଏକତ୍ରିତ ହୋଇ ସନାତନ ଧର୍ମର ପ୍ରଚାର ପାଇଁ ଏକ ବିରାଟ ପଦଯାତ୍ରା କରି ରାମନାମ ପ୍ରଚାର କରିଛନ୍ତି । ମଥାରେ…