Browsing Tag

pipili

ପିପିଲିରେ ଚାଞ୍ଚଲ୍ୟ: ବାପାକୁ କୁରାଢ଼ିରେ ହାଣି ମାରିଦେଲା ପୁଅ

ପିପିଲି (କେନ୍ୟୁଜ): ପୁରୀ ଜ଼ିଲ୍ଲା ପିପିଲି ଥାନା ସାନକଣ୍ଟି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୁଅର କୁରାଢ଼ି ଚୋଟରେ ଚାଲିଗଲା ବାପାର ଜୀବନ। ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କର ବୟସ ୬୦ ବର୍ଷ ହେବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ…

ଅମୃତ ସରୋବର ଯୋଜନା ଓଡ଼ିଶାରେ କିଭଳି ହେଇଛି କାର୍ଯ୍ୟକାରୀ? ପିପିଲି ବ୍ଲକରେ ସ୍ଥିତି ପରଖିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ…

କେନ୍ୟୁଜ୍(ବ୍ୟୁରୋ): ଅମୃତ ସରୋବର ଯୋଜନାରେ ଓଡ଼ିଶାରେ କିଭଳି ହେଇଛି କାର୍ଯ୍ୟକାରୀ । ତାହାର ବାସ୍ତବ ସ୍ଥିତି ପରଖିବା ପାଇଁ ପୁରୀ ଜିଲ୍ଲା ପିପିଲି ବ୍ଲକ ଗସ୍ତ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ । କେଉଁ କେଉଁ ପ୍ରକଳ୍ପ କରାଯାଇଛି ଏବଂ ଏହା…

ବ୍ଯାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଜଳି ପୋଡି ପାଉଁଶ ହୋଇଗଲା କାଗଜପତ୍ର

ପିପିଲି (କେନ୍ୟୁଜ): ପୁରୀ ଜିଲ୍ଲା ଡେଲାଙ୍ଗ ଘୋରଡିଆ ଗ୍ରାମ ବ୍ଯାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ଯାପକ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି। ତେବେ ଅଗ୍ନି କାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ଡେଲାଙ୍ଗ ପୋଲିସ ଓ…

ପିପିଲି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଛାତରୁ ଖସିଲା ଅତଡା, କିରାଣୀ ଗୁରୁତର ଆହତ

ପିପିଲି(କେନ୍ୟୁଜ୍): ପୁରୀ ଜିଲ୍ଲା ପିପିଲି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଛାତରୁ ଖସିଲା ଅତଡା । କିରାଣୀ ସୁମନ୍ତ ଷଡ଼ଙ୍ଗୀ ଗୁରୁତର ଆହତ । ଛାତରୁ ଅତଡା ଖସି ସୁମନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ପ୍ରଥମେ ସାକ୍ଷୀଗୋପାଳ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କଥା କଟାକଟି: ଗୋଡେଇ ଗୋଡେଇ ନେତାଙ୍କୁ ଆକ୍ରମଣ କଲେ ଲୋକେ

ପିପିଲି (କେନ୍ୟୁଜ): ତାତିଲେ ଜନତା । ଆକ୍ରୋଶର ଶିକାର ହେଲେ ନେତା। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାଣ୍ଡେରା ପଂଚାୟତ କାର୍ଯାଳୟ ନିକଟରେ ଗ୍ରାମ ସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ସମ୍ପର୍କିତ ଆଲୋଚନା ହେଉଥିଲା । ଉପସ୍ଥିତ ଥିଲେ ସତ୍ୟବାଦୀର ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା ଓ…

ପିପିଲି: ବଳଙ୍ଗା ଗୋପୀନାଥପୁର ପାଟଣା ଗାଁରେ ଚାଞ୍ଚଲ୍ୟ, ଠାବ ହେଲା ବୃଦ୍ଧାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ

ପିପିଲି(କେନ୍ୟୁଜ୍):  ପିପିଲି ବଳଙ୍ଗା ଗୋପୀନାଥପୁର ପାଟଣା ଗାଁରେ ଚାଞ୍ଚଲ୍ୟ। ଠାବ ହେଲା ବୃଦ୍ଧାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ। ଘଟଣାସ୍ଥଳରେ ବଳଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। କିଏ ଏପରି ଘଟଣା ଘଟାଇଲା ଓ କେଉଁ…

ପୁରୀ ଜିଲ୍ଲା ଅଲାରପୁର ପରମେଶ୍ୱର ଧାମରେ ସାଧୁ ସନ୍ଥଙ୍କ ମେଳା ଓ ଗୀତା ଘୃତ ମହାଯଜ୍ଞ

ଶୁଭୁଛି ଓଁକାର ଧ୍ୱନି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମ ଉଚ୍ଚାରଣରେ ଲାଗି ପଡ଼ିଛନ୍ତି ଭକ୍ତ । ସମସ୍ତଙ୍କ ତୁଣ୍ଡରେ ହରିନାମ । ସୃଷ୍ଟି ହେଉଛି ଏକ ଆଧ୍ଯାତ୍ମିକ ପରିବେଶ । ଆଉ କେଉଁଠି ନୁହେଁ ବରଂ ପୁରୀ ଜିଲ୍ଲା ପିପିଲି ବ୍ଲକ ଅଲାରପୁର ଗାଁରେ ଥିବା ପରମେଶ୍ୱର ଧାମରେ ଅନୁଷ୍ଠିତ ହୋଇଛି ଗୀତା…

ପିପିଲି : ଚିହ୍ନଟ ହେଲା ୧୨୦୦ ବର୍ଷ ତଳର ପୁରାତନ ମରିଚିଙ୍କ ମୂର୍ତ୍ତି

ପିପିଲି (କେନ୍ୟୁଜ) :  ପୁରୀ ଜିଲ୍ଲା ପିପିଲି ମଙ୍ଗଳପୁର ପହଂଚାୟତ ସିଂହାରପୁର ଗ୍ରାମରେ ଚିହ୍ନଟ ହେଲା ୧୨୦୦ ବର୍ଷ ତଳର ପୁରାତନ ମୂର୍ତ୍ତି । ଠାବ କଲେ ଇଂଟାକର ଐତିହ୍ୟ ଗବେଷକ ଦୀନକ ନାୟକ । ସିଂହାରପୁର ସ୍ଥିତ ଶ୍ରୀଶ୍ରୀ ଅଖଣ୍ଡଶ୍ୱର ମହାଦେବଙ୍କ ମନ୍ଦିର ପାଶ୍ୱର୍ରେ ସାବିତ୍ରୀ ଭାବରେ ପୁଜା…

ପିପିଲିରେ ଯୁବକଙ୍କୁ ଗୁଳିମାଡ଼, ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ସନ୍ଦେହ

ପିପିଲି (କେନ୍ୟୁଜ୍) : ପିପିଲିରେ ଯୁବକଙ୍କୁ ଗୁଳିମାଡ଼ । ଯୁବକଙ୍କ ଜଙ୍ଘରେ ବାଜିଛି ଗୁଳି । ପୂର୍ବ ଶତ୍ରୁତାକୁ ନେଇ ହୋଇଛି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଗୁରୁତର ଯୁବକ ହେଲେ ପିପିଲି ଥାନା ଉଜାଣିପଡା ଗାଁର ସନାତନ ପ୍ରଧାନ । ଗୁରୁତର ଅବସ୍ଥାରେ ପିପିଲି ପୋଲିସ ଉଦ୍ଧାର କରି ପ୍ରଥମେ…

ପିପିଲି ଟୋଲ ଗେଟ ନିକଟରେ ଓଲଟିଲା ବସ: ଜଣେ ମୃତ , ୧୫ ଆହତ

ପିପିଲି (କେନ୍ୟୁଜ): ପିପିଲି ଟୋଲ ପ୍ଲାଜା ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରିବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଏହାଦେଖି…

ମନେ ପଡିଗଲା ସ୍କୁଲ ସ୍ମୃତି, ପିଲାଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ

ପିପିଲି(କେନ୍ୟୁଜ୍): ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଆଜି ଅପରାହ୍ନ ୧ଟା ୩୦ ସମୟରେ ବଳଙ୍ଗା-ସାତଶଙ୍ଖ ରାସ୍ତାରେ ଥିବା ନାଲିହଣା ପ୍ରାଥମିକ ବିଦ୍ୟାଳୟରେ ହଠାତ ପହଞ୍ଚି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୦ ବଖରା ଘରେ ନିଆଁ ଲଗାଇଥିବା ଅଭିଯୋଗ, ଅଗ୍ନିବିପନ୍ନଙ୍କୁ ଭେଟି ସରକାରୀ ସହାୟତା…

ପିପିଲି(କେନ୍ୟୁଜ): ପିପିଲି ତହସିଲ ତଥା ବଳଙ୍ଗା ଥାନା ଅଧିନ ସରସ୍ପତୀପୁର ପଞ୍ଚାୟତ ବାଲିଉପର ଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୦ ବଖରା ଘରେ ନିଆଁ ଲଗାଇ ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ତେବେ ଆଜି ସକାଳେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ସରସ୍ୱତୀପୁର ଯାଇ ଅଗ୍ନିବିପନ୍ନଙ୍କୁ…