Browsing Tag

pirhat police staion

ପୀରହାଟ ଥାନାରେ ବଢୁଛି ନାବାଳିକା ଅପହରଣ ମାମଲା, ଉଦ୍ଧାର କରିବାରେ ବିଫଳ ପୋଲିସ

ଭଦ୍ରକ: ବଢିଲା ଝିଅର ଫେରିବା ବାଟକୁ ଚାହିଁ ଦୁଆର ମୁହଁରେ ଜଗି ବସିଛି ମା' । ଫୋନରେ ଝିଅର ଫଟୋକୁ ଦେଖି ଝୁରି ହେଉଛି କେବେ ପୁଣି ଘରକୁ ଆସିବ ଝିଅ । କାନ୍ଦ ବୋବାଳିରେ ଫାଟୁ ପଡୁଛି ଘର । କେତେବେଳେ ଚିତ୍କାର କରି କାନ୍ଦୁଛି ତ ପୁଣି କେତେବେଳେ ମୁଣ୍ଡ ବାଡେଇ ତଳେ ଲୋଟିପଡୁଛି ଏ ମାଆଟି ।…

ଭଦ୍ରକ: ନୂଆ ଥାନା ପ୍ରତିଷ୍ଠା ନେଇ ବହୁତ ଖୁସି ପିରହାଟବାସୀ, ଆଇନ ଶୃଙ୍ଖଳା ଦୃଷ୍ଟିରୁ ଥାନାର ଅନେକ ଗୁରୁତ୍ୱ ରହିବ

ଚାନ୍ଦବାଲି(କେନ୍ୟୁଜ୍):  ପିରହାଟ ବାସିଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦଘାଟିତ ହୋଇଛି ଭଦ୍ରକ ଜିଲ୍ଲାର ପିରହାଟ ଥାନା । ପୂର୍ବରୁ ଏହା ପିରହାଟ ଫାଣ୍ଡି ଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ…