ପୀତବାସ ହତ୍ୟା ମାମଲା : ଦୁଇ ଦିନିଆ ପୋଲିସ ରିମାଣ୍ଡରେ ଦୁଇ ଅଭିଯୁକ୍ତ, ପୋଲିସ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ
ବ୍ରହ୍ମପୁର : ଜେରା ପରେ ଦୁଇ ଅଭିଯୁକ୍ତ ଆଜି ଫେରିବେ ଜେଲ । ଜେରା ବେଳେ ତଥ୍ୟ ପାଇଗଲା ପୋଲିସ। ଏଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ଜେଲ ଫେରିବେ ଅଭିଯୁକ୍ତ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଅପରାଧୀଙ୍କୁ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ଶୂନ୍ୟ ଚନ୍ଦ୍ର ଦାସ ଓ…