Browsing Tag

Pitru paksha

ପିତୃପକ୍ଷରେ ଜନ୍ମ ନେଇଥିବା ପିଲା ହୋଇଥାନ୍ତି ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କହୁଛି ଧର୍ମ ଶାସ୍ତ୍ର

ହିନ୍ଦୁ ଧର୍ମରେ ପିତୃ ପକ୍ଷ ବହୁତ ଗୁରୁତ୍ୱ ବହନ କରିଥାଏ। କିନ୍ତୁ ଏହି ମାସରେ ଯଦି କୌଣସି ସନ୍ତାନଙ୍କ ଜନ୍ମ ହୋଇଯାଏ ତେବେ ତା ଭାଗ୍ୟ କିପରି ଥାଏ? ସାଧାରଣତଃ ଏହି ମାସକୁ ପିତୃପୁରୁଷଙ୍କ ଦିନ ମନାଯାଉଥିବାରୁ ଏହିଦିନରେ କୌଣସି ଶୁଭ କାମ ମନାହୋଇଥାଏ। ତେବେ କୌଣସି ପିଲାର ଜନ୍ମ ଯଦି ଏହିଦିନ…

ପିତୃ ପକ୍ଷରେ ଏହି ଜିନିଷ କରନ୍ତୁ ଦାନ, ବୃଦ୍ଧି ହେବ ସୁଖ ସମୃଦ୍ଧି

ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ ପିତୃ ପକ୍ଷରେ ଆମେ ଆମର ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ଓ ପିତୃ ଦୋଷରୁ ବଞ୍ଚିବାକୁ ହେଲେ ଗଙ୍ଗା ସ୍ନାନ, ପିଣ୍ଡ ଦାନ, ଶ୍ରାଦ୍ଧ କର୍ମ ଓ ତର୍ପଣ ଆଦି କରିଥାନ୍ତି । ମାନ୍ୟତା ଯେ ଏହାଦ୍ୱାରା ପିତୃପୁରୁଷ ପ୍ରସନ୍ନ ହୋଇ ଆଶିର୍ବାଦ ଦେଇଥାନ୍ତି । ଜ୍ୟୋତିଷ…

ଘରେ ଯଦି ପୁଅ ନାହାନ୍ତି, ତ କ’ଣ ଝିଅ କରିପାରିବେ ପୂର୍ବଜଙ୍କ ପିଣ୍ଡଦାନ? ଜାଣି ନିଅନ୍ତୁ କ’ଣ କହୁଛି ଧର୍ମଶାସ୍ତ୍ର

ସନାତନ ଧର୍ମରେ ପିତୃପକ୍ଷକୁ ବହୁତ ଗୁରୁତ୍ୱ ଦିଆଯାଇଛି। ବିଶ୍ୱାସ ରହିଛି, ପରଲୋକ ଗମନ କରିଥିବା ପିତୃପୁରୁଷମାନେ ପିତୃପକ୍ଷ ସମୟରେ କାଉ ହୋଇ ପୃଥିବୀ ପୃଷ୍ଠକୁ ଆସି ଥାଆନ୍ତି ଏବଂ ନିଜ ପରିବାର ଲୋକଙ୍କୁ ଦେଖି ଥାଆନ୍ତି। ତେଣୁ ପିତୃପକ୍ଷରେ ବିଧି ବିଧାନର ସହ ପିତୃପୁରୁଷଙ୍କ ଶ୍ରାଦ୍ଧ କରିବା…

ପିତୃପକ୍ଷରେ ପିତୃପୁରୁଷ ସ୍ୱପ୍ନରେ ଦେଖାଦେଲେ ମିଳିଥାଏ ଏହି ସବୁ ଶୁଭ ଓ ଅଶୁଭ ସଙ୍କେତ; ଜାଣନ୍ତୁ ଖାସ୍‌ କଥା

ପିତୃପକ୍ଷରେ ପିତୃପୁରୁଷଙ୍କ ଶ୍ରାଦ୍ଧ ଏବଂ ପିଣ୍ଡଦାନ ଦ୍ୱାରା ଆମ ପୂର୍ବଜମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ଚଳିତ ବର୍ଷ ସେପ୍ଟେମ୍ବର ୧୦ରୁ ପିତୃପକ୍ଷ ଆରମ୍ଭ ହେଉଛି, ଯାହାକି ୨୫ ତାରିଖ ପର୍ଯ୍ୟନ୍ତ ରହିବ। ଆସନ୍ତା ସେପ୍ଟେମ୍ବର ୨୫ରେ ସର୍ବପିତୃ ଆମାବାସ୍ୟା ସହିତ ଏହାର ସମାପନ ହେବ।…

କୁଣ୍ଡଳୀରେ ପିତୃ ଦୋଷ ଥିଲେ ପିତୃ ପକ୍ଷରେ କରନ୍ତୁ ଏହି ମହା ଉପାୟ : ଜାଣନ୍ତୁ ଶ୍ରାଦ୍ଧର ପୁରା ତିଥି

ହିନ୍ଦୁ ଧର୍ମରେ ପିତୃ ପକ୍ଷର ବଡ଼ ମହତ୍ୱ ରହିଛି । ଏହାକୁ ଶ୍ରାଦ୍ଧ ପକ୍ଷ ବୋଲି ମଧ୍ୟ କୁହାଯାଏ । ଶ୍ରାଦ୍ଧ ପକ୍ଷ ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରୁ ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ପର୍ଯ୍ୟନ୍ତ ରହିଥାଏ । ପିତୃ ପକ୍ଷ ୧୬ ଦିନ ପର୍ଯ୍ୟନ୍ତ ଚାଲିଥାଏ ।…

ଚଳିତ ବର୍ଷ ପିତୃପୁରୁଷଙ୍କୁ କେଉଁ ଦିନରେ କରିବେ ପିଣ୍ଡ ଦାନ ଜାଣନ୍ତୁ, ଆଉ ଏହି ସବୁ ନିୟମକୁ ପାଳନ କରନ୍ତୁ

ସନାତନ ହିନ୍ଦୁ ଧର୍ମର ପ୍ରତ୍ୟେକ ତାରିଖ ଏବଂ ରୀତିନୀତିର ମହତ୍ୱ ରହିଛି । ଯେଉଁଠାରେ ପ୍ରତ୍ୟେକ ଟି ସମୟର ନିଜସ୍ୱ ଗୁରୁତ୍ୱ ଅଛି । ଆଜି ଆମେ ପିତୃପକ୍ଷ ସମ୍ପର୍କରେ ଆପଣଙ୍କୁ କହିବୁ। ଏବେ ପ୍ରାୟ ସବୁକିଛି ଦୁଇ ଦିନ କୁ ରହିବା ହେତୁ ଅନେକ ଜଣ ଜାଣି ପାରୁନାହାନ୍ତି ଯେ ପ୍ରକୃତରେ କେଉଁ ଦିନରେ…

କେବଳ ଶ୍ରାଦ୍ଧ-ତର୍ପଣ ନୁହେଁ, ପିତୃଦୋଷରୁ ମୁକ୍ତି ପାଇଁ ଏସବୁ ଗଛ ବି ଲଗାନ୍ତୁ

ଭାରତରେ ଅନ୍ୟ ପର୍ବପର୍ବାଣୀ ଭଳି ପିତୃପକ୍ଷର ମଧ୍ୟ ରହିଛି ବିଶେଷ ସ୍ୱତନ୍ତ୍ରତା। ଏ ଅବସରରେ ଲୋକମାନେ ପିତୃ ପୁରୁଷଙ୍କୁ ପିଣ୍ଡଦାନ, ଶ୍ରାଦ୍ଧ, ତର୍ପଣ ଆଦି କାର୍ଯ୍ୟ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅପରପକ୍ଷ ବେଳେ କେତେକ ଗଛ ଲଗାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ମାନ୍ୟତା…

ପିତୃପକ୍ଷରେ କାଉ ଦେଖିବା ହୋଇଥାଏ ଶୁଭ, ଧନ ଲାଭର ଦେଇଥାନ୍ତି ସଙ୍କେତ

ପିତୃ ପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ପିତୃପକ୍ଷରେ ଶ୍ରାଦ୍ଧ-ତର୍ପଣ ଆଦି କରାଯାଏ। ଏହି ସମୟରେ ପିତୃ ପୁରୁଷ ପୃଥିବୀ ଲୋକକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଏହି ପକ୍ଷରେ ସେମାନଙ୍କୁ ଶ୍ରାଦ୍ଧ ଦେଇ ପ୍ରସନ୍ନ କରାଯାଏ। ପୂର୍ବଜ ପ୍ରସନ୍ନ ହେଲେ ଏହାର ସଙ୍କେତ ମଧ୍ୟ ଦେଇଥାନ୍ତି। ଏଥି…

ପିତୃପୁରୁଷଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ କଣ ରହିଛି ? ଜାଣନ୍ତୁ ଏହାର ରହସ୍ୟ

ହିନ୍ଦୁ ଧର୍ମ ଅନୁସାରେ ମାନ୍ୟତା ରହିଛି ଶ୍ରାଦ୍ଧ ବେଳେ ଆମର ପୂର୍ବ ପୁରୁଷ ଧରାପୃଷ୍ଠକୁ ଆର୍ଶୀବାଦ ଦେବାକୁ ଆସିଥାନ୍ତି । ସେହିପରି ଅନେକ ଲୋକ କହିଥାନ୍ତି ଯେ, ତାଙ୍କ ପୂର୍ବଜ ମାନେ ତାଙ୍କ ଆଖପାଖରେ ଘୂରିବୁଲୁଥିବା ସେ ଅନୁଭବ କରୁଛନ୍ତି । ଅନ୍ୟପଟେ କିଛିଙ୍କୁ ପିତୃପୁରୁଷ ମାନେ ସ୍ୱପ୍ନରେ…

ପିତୃପକ୍ଷରେ ଭୁଲରେ ବି ବ୍ୟବହାର କରନ୍ତୁନି ଲୁହା ବାସନ, ଶ୍ରାଦ୍ଧ ଦେବା ବେଳେ ନିଶ୍ଚୟ ମାନନ୍ତୁ ଏସବୁ କଥା

ଆଉ ମାତ୍ର ଦିନ କେଇଟା ପରେ ପଡ଼ୁଛି ପିତୃପକ୍ଷ। ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରୁ ପିତୃପକ୍ଷ ଆରମ୍ଭ ହେବ। ଚଳିତବର୍ଷ ସେପ୍ଟେମ୍ବର ୨୦ରୁ ଏହା ଆରମ୍ଭ ହେଉଛି। ହିନ୍ଦୁ ଧର୍ମରେ ମାତା ପିତାଙ୍କ ସେବାକୁ ସବୁଠୁ ବଡ଼ ପୂଜା ବୋଲି କୁହାଯାଏ। ଏଣୁ ହିନ୍ଦୁ ଧର୍ମ ଶାସ୍ତ୍ରରେ…

ପିତୃ ପକ୍ଷରେ ଶ୍ରାଦ୍ଧ କରିବା ଦ୍ବାରା ମିଳିଥାଏ ପୂର୍ବ-ପୁରୁଷଙ୍କ ଆଶୀର୍ବାଦ, ଦୂର ହୁଏ ଅନେକ ସମସ୍ଯା

ପିତୃ ପକ୍ଷରେ ଶ୍ରାଦ୍ଧ କର୍ମ କରାଯାଇଥାଏ। ହିନ୍ଦୁ ଧର୍ମରେ ଗର୍ଭଧାରଣ ଠାରୁ ଆରମ୍ଭ କରି ମ୍ତ୍ଯୁ ପର୍ଯ୍ଯନ୍ତ ଅନେକ ପ୍ରକାର ସଂସ୍କାର ବର୍ଣ୍ଣନା କରାଯାଇଛି। ସେହିଭଳି ଅନ୍ତେଷ୍ଟିକୁ ଅନ୍ତିମ ସଂସ୍କାର କୁହାଯାଇଥାଏ। କିନ୍ତୁ ଅନ୍ତେଷ୍ଟି ପରେ ମଧ୍ଯ ଏପରି କିଛି କର୍ମ ରହିଯାଇଥାଏ, ଯାହାକୁ…

ଶ୍ରାଦ୍ଧରେ ବ୍ରାହ୍ମଣ ଭୋଜନର ଏହି ୮ଟି ନିୟମ ବିଷୟରେ ଜାଣନ୍ତୁ

ମହାଳୟା ଅର୍ଥାତ୍‌ ପିତୃପକ୍ଷ ଆରମ୍ଭ ହୋଇଯାଇଛି। ହିନ୍ଦୁ ପରମ୍ପରାରେ ପିତୃପକ୍ଷ ଆସିଲେ, ନିଜର ପିତୃପୁରୁଷଙ୍କୁ ତୃପ୍ତ କରିବା ପାଇଁ ଶ୍ରାଦ୍ଧ ଦିଆଯାଇଥାଏ। ଏହା ମଧ୍ୟରେ ତର୍ପଣ, ପିଣ୍ଡଦାନ, ବ୍ରାହ୍ମଣ ଭୋଜନ ଆଦିର ବିଧିବିଧାନ ରହିଛି। ଶାସ୍ତ୍ର ଅନୁସାରେ, ବ୍ରାହ୍ମଣଙ୍କ ପାଟିରୁ ଦେବତାମାନେ…