ଘରର ଏହି ଦିଗରେ ଜଳାନ୍ତୁ ଦୀପ, ଶୀଘ୍ର ମିଳିବ ପିତୃଦୋଷରୁ ମୁକ୍ତି
ଏବେ ପିତୃପକ୍ଷ ଚାଲିଛି। ଶାସ୍ତ୍ର ଅନୁଯାୟୀ, ଏହି ସମୟରେ ପିତୃ ପୁରୁଷଙ୍କ ଆତ୍ମା ପୃଥିବୀକୁ ଆସି ନିଜ ପରିବାର ପରିଜନଙ୍କ ସହ ରହିଥାନ୍ତି । ସେମାନଙ୍କ ଆତ୍ମାର ଶାନ୍ତି ସହ ସେମାନଙ୍କୁ ଖୁସି କରି ଆଶୀର୍ବାଦ ପାଇବା ପାଇଁ ସ୍ବତନ୍ତ୍ର ଭାବେ ସେମାନଙ୍କ ପାଇଁ ତର୍ପଣ ଆଦି କରାଯାଏ । ପୁରାଣରେ…