ଅଗଷ୍ଟ ୧୩ରେ ଲଞ୍ଚ ହେବାକୁ ଯାଉଛି Google Pixel 9 Pro Fold, କମ୍ପାନୀ ସେୟାର କଲା ପ୍ରୋମୋ ଭିଡିଓ
ସ୍ମାର୍ଟଫୋନ୍ ୟୁଜରଙ୍କ ପାଇଁ ଖୁସିଖବର । ବର୍ତ୍ତମାନ Google Pixel 9 ସିରିଜ୍ ଅଗଷ୍ଟ ୧୩ ରେ ଲଞ୍ଚ ହେବ । ଗୁଗୁଲ ଦ୍ୱାରା ଆୟୋଜିତ ମେଡ ବାଇ ଗୁଗୁଲ ଇଭେଣ୍ଟରେ ଏହି ସିରିଜର ଚାରୋଟି ମଡେଲ ଲଞ୍ଚ ହେବ । Pixel 9 ର ଷ୍ଟାଣ୍ଡାର୍ଡ ମଡେଲ ସହିତ କମ୍ପାନୀ Pixel 9 Pro, Pixel 9 Pro XL ଏବଂ…