Pixel 6 ଫୋନ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କଣ ରହିଛି ସମସ୍ୟା
Pixel 6 ଫୋନ ରଖୁଥିବା ଲୋକମାନେ Android 15 କୁ ଅପଡେଟ୍ କରିବା ପରେ ବଡ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ଫୋନ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଉଛି ନଚେତ୍ କାମ କରୁନାହିଁ । ଏହା ପ୍ରଥମ ଥର ନୁହେଁ ଯେ ଅପଡେଟ୍ ପରେ Pixel 6 ଫୋନରେ ସମସ୍ୟା ଦେଖାଯାଉଛି । ପୂର୍ବରୁ ମଧ୍ୟ…