ପିଲା ଠାରୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିବ ବ୍ରେଡ ସାଣ୍ଡଓ୍ଵିଚ୍, ଏପରି କରନ୍ତୁ ପ୍ରସ୍ତୁତ
ଆବଶ୍ୟକ ସାମଗ୍ରୀ
୨ଟି ବ୍ରେଡ
୨ ଚାମଚ ପିଜ୍ଜା ସସ୍
୩ଟି ସ୍ଲାଇସ୍ ପିଆଜ
୩ଟି ସ୍ଲାଇସ ଟମାଟୋ
୪ ଅଲିଭ୍ସ (ଗୋଲ ହୋଇ କଟା ହୋଇଥିବା)
୩ ଜଲାପିନୋ (ଗୋଲ ହୋଇ କଟା ହୋଇଥିବା)
ଅଧା ଚାମଚ ରେଡ ଚିଲ୍ଲି ଫ୍ଲେକ୍ସ
ଅଧା ଚାମଚ ମିକ୍ସ ହର୍ବ
ଅଧା କପ୍ ଚିଜ…