ଏସବୁ ସ୍ଥାନ ସହ ଯୋଡି ହୋଇରହିଛି ଅନେକ କାହାଣୀ
ଦୁନିଆର ୭ଟି ସ୍ଥାନ ମାନଙ୍କ ବିଷୟରେ ଆମେ ଆପଣଙ୍କୁ କହିବୁ । ଯାହା ବିଷୟରେ ହୁଏତ ଆପଣ ଭଲ ଭାବେ ଜାଣିନଥିବେ । ତେବେ କଣ ଏସବୁ ସ୍ଥାନ ଜାଣନ୍ତୁ । ଦୁନିଆର ଏସବୁ ସ୍ଥାନ କୌଣସି ଚମତ୍କାର ଠାରୁ କମ ନୁହେଁ ।
ତାଜମହଲ, ଭାରତ
ଉତ୍ତରପ୍ରଦେଶର ଆଗ୍ରାରେ ଏହା ଅବସ୍ଥିତ । ମୋଗଲ ସମ୍ରାଟ ଶାହାଜାହାନ…