ଜାଣନ୍ତି କି, ଏମିତି ବି ଦେଶ ଅଛି ଯେଉଁଠି ଭାରତୀୟ ଏକ ଟଙ୍କାର ମୂଲ୍ୟ ୬୦୦ ଟଙ୍କା
ବୁଲିବାକୁ ଯିବାକୁ କିଏ ବା ଭଲ ନ ପାଏ। ନୂଆ ଜାଗାର ନୂଆ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଅଧିକାଂଶ ଲୋକ ବର୍ଷକୁ ଥରୁଟିଏ ହେଲେ ବି ବୁଲିବାକୁ ଯାଇଥାନ୍ତି। କିନ୍ତୁ ଅତ୍ୟଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ଇଚ୍ଛା ଥିଲେ ବି ଅଧିକାଂଶ ଲୋକ ଦେଶ ବାହାରକୁ ବୁଲିବାକୁ ଯାଇପାରନ୍ତି…