Browsing Tag

plane accident

ଜାପାନରେ ବିମାନ ଜଳିବା ଘଟଣା: କୋଷ୍ଟଗାର୍ଡ ପ୍ଲେନ୍‌ର ୫ ସଦସ୍ୟ ମୃତ

ଜାପାନର ହନେଡା ବିମାନବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ଦୁଇଟି ବିମାନ ମଧ୍ୟରେ ଜୋରଦାର୍‌ ଧକ୍କା ହୋଇଥିଲା। ଫଳରେ ଗୋଟିଏ ବିମାନ ରନୱେରେ ହିଁ ଧୁ ଧୁ ହୋଇ ଜଳିଉଠିଥିଲା। ଗୋଟିଏ ବିମାନ ଜାପାନ ଏୟାରଲାଇନ୍ସର ଥିବାବେଳେ ଅନ୍ୟଟି…

ମେକ୍ସିକୋରେ ଦୁଇ ବିମାନ ଧକ୍କା, ନିଆଁ ଲାଗିବା ଯୋଗୁଁ ୫ ମୃତ

ମେକ୍ସିକୋର ଉତ୍ତରୀ ରାଜ୍ୟ ଡୁରାଙ୍ଗୋରେ ଦୁଇଟି ବିମାନ ଧକ୍କା ହେବା ଯୋଗୁଁ ଜଣେ ଶିଶୁଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି। ଗୋଟେ ବିମାନ ଅବତରଣ କରୁଥିବା ବେଳେ ଅନ୍ୟଟି ଉଡାଣ ଭରୁଥିଲା । ଫଳରେ ଦୁର୍ଘଟଣା ହୋଇଥିଲା ସୂଚନା ଅନୁଯାୟୀ, ସୋମବାର ଦିନ ସକାଳେ ଡୁରାଙ୍ଗୋ ଲାଗ୍ଲେଲାନାସିଟା ସହରରେ…

ଯାହାକୁ ରଖିବେ ଅନନ୍ତ ! ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବଞ୍ଚିଗଲା ଗୋଟିଏ ପିଲା

ଦୁନିଆରେ ବେଳେ ବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ବିଶ୍ୱାସ କରିବା ଅସମ୍ଭବ ହୋଇପଡ଼େ। ସେଭଳି ଘଟଣା ଘଟିଥିଲା ୨୦୧୦ ମସିହା ମେ ୧୨ ତାରିଖରେ। ସେଦିନ ସକାଳ ପ୍ରାୟ ୬ଟା ବେଳେ ଆଫ୍ରିକୀୟା ଏୟାରୱେଜ୍‌ର ଏକ ଏୟାରବସ୍‌ (ଏ ୩୩୦-୨୦୦) ଲ୍ୟାଣ୍ଡ କରିବା ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।…

ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ପରେ ସୈନ୍ୟବାହିନୀର ବିମାନ ଦୁର୍ଘଟଣାଗ୍ରସ୍ତ, ୭ ଜଣଙ୍କ ମୃତ୍ୟୁ

ନାଇଜେରିଆର ରାଜଧାନୀ ଅବୁଜାରେ ରବିବାର ସେନାର ଏକ ବିମାନ ଦୁର୍ଘଟଣାଗସ୍ତ ହୋଇଛି। ଫଳରେ ଏଥିରେ ଥିବା ୭ ଜଣଙ୍କ ଜୀବନ ଚାଲିଯାଇଛି। ରିପୋର୍ଟ ମୁତାବକ, ଅବୁଜାରେ ବାୟୁସେନା ପ୍ରବକ୍ତା ଇବିକୁନଲେ ଦାରାମୋଲା ଏହି ଦୁର୍ଘଟଣା ବିଷୟରେ ସୂଚନାଦେବା ଅବସରରେ କହିଛନ୍ତି, ନାଇଜେରିଆ ବାୟୁସେନାର ବିମାନ…