Browsing Tag

PLANE CRASH

ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ବିମାନ ଦୁର୍ଘଟଣା, ତିନି ମୃତ

୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦ୍ୱିତୀୟ ବିମାନ ଦୁର୍ଘଟଣା । ଗୁରୁବାର ହଡସନରେ ହେଲିକପ୍ଟର ଦୁର୍ଘଟଣା ପରେ, ପରଦିନ ଶୁକ୍ରବାର ଦକ୍ଷିଣ ଫ୍ଲୋରିଡାରେ ଏକ ଛୋଟ ବିମାନ ମଧ୍ୟ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରେ ୩ ଜଣ ଲୋକ ଥିଲେ । ଏଥିରେ ସମସ୍ତ ତିନି ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି…

ଫର୍ଣ୍ଣିଚର ଗୋଦାମ ଛାତ ଉପରେ କ୍ରାସ୍ ହେଲା ବିମାନ, ୨ ମୃତ, ୧୫ ଆହତ

ଦକ୍ଷିଣ କାଲିଫର୍ଣ୍ଣିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜାନୁୟାରୀ ୨ ତାରିଖ ଗୁରୁବାର ଏକ ଛୋଟିଆ ବିମାନ ଫର୍ଣ୍ଣିଚର ଗୋଦାମର ଛାତ ଉପରେ କ୍ରାସ୍ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାର ଏକ ଫୁଟେଜ୍ ସାମ୍ନାକୁ ଆସିଛି…

ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ : ୧୭୯ ଜଣଙ୍କ ମୃତ୍ୟୁ !

ନୂଆଦିଲ୍ଲୀ : ପୁଣି ଏକ ବଡ଼ ବିମାନ ଦୁର୍ଘଟଣା । ଦକ୍ଷିଣ କୋରିଆର ମୁଆନ ସହରରେ ପ୍ଲେନ କ୍ରାସ୍ ହୋଇଛି। ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ଏପର୍ଯ୍ୟନ୍ତଙ୍କ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା । ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିଲା ବିମାନ । ମୁଆନ…

ଥାଇଲାଣ୍ଡରେ ବିମାନ ଦୁର୍ଘଟଣା, ଜଳାଶୟରୁ ମିଳିଲା ଭଗ୍ନାବଶେଷ; ସମସ୍ତ ୯ ଜଣଙ୍କ ମୃତ୍ୟୁ ଆଶଙ୍କା

ଥାଇଲାଣ୍ଡରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସମସ୍ତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ବିମାନବନ୍ଦରଠାରୁ ପ୍ରାୟ ୪୦ କିଲୋମିଟର ଦୂର ଏକ ଜଳାଶୟରୁ ବିମାନର ଧ୍ୱଂସାବଶେଷ ମିଳିଛି । ସେଠାରୁ କୌଣସି ବି ଯାତ୍ରୀ ଜୀବିତ ମିଳି ନାହାନ୍ତି । ଦୁର୍ଘଟଣାର ଶିକାର ହୋଇଥିବା…

ବାୟୁସେନାର ସୁଖୋଇ-୩୦ ବିମାନ ନାସିକ୍‌ରେ ଦୁର୍ଘଟଣାଗ୍ରସ୍ତ, ଉଭୟ ପାଇଲଟ୍‌ ସୁରକ୍ଷିତ

ଭାରତୀୟ ବାୟୁସେନାର ଏକ ସୁଖୋଇ-୩୦ MKI ଯୁଦ୍ଧ ବିମାନ ଆଜି ମହାରାଷ୍ଟ୍ରର ନାସିକରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନ ନବୀକରଣ ପାଇଁ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ପାଖରେ ଥିଲା । ବିମାନର ଉଭୟ ପାଇଲଟ୍ ଇଜେକ୍ଟ କରିବାରେ ସଫଳ ହୋଇଥିଲେ । ବର୍ତ୍ତମାନ ଉଭୟ ସୁରକ୍ଷିତ ଥିବା…

ଆମେରିକାର ଟେନେସିରେ ଭୟଙ୍କର ବିମାନ ଦୁର୍ଘଟଣା, ୩ ମୃତ; ୧ କିଲୋମିଟର ଅଞ୍ଚଳରେ ପଡ଼ିଛି ଭଗ୍ନାବଶେଷ

ଆମେରିକାର ଟେନେସିର ଫ୍ରାଙ୍କଲିନ୍‌ରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବିମାନଟି ୱିଲିୟମସନ କାଉଣ୍ଟିରେ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଏହା ଏକ ଛୋଟ ବିମାନ ଥିଲା, ଯାହାକି, ଦୁର୍ଘଟଣାର ଶିକାର ହେବା ଫଳରେ ବିମାନରେ ଥିବା ୩…

ରାଜସ୍ଥାନ: ଜୈସଲମେର୍‌ରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ଥରିଲେ ଲୋକେ

ରାଜସ୍ଥାନର ଜୈସଲମେରରେ ଆଜି ସକାଳେ ଭାରତୀୟ ବାୟୁସେନାର ଏକ ସନ୍ଧାନୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଜିଲ୍ଲା ମୁଖ୍ୟାଳୟଠାରୁ ୩୦ କିଲୋମିଟର ଦୂର ରୋଜାନିଆର ଢାଣି ଜଜିଆ ଗ୍ରାମ ନିକଟରେ ଘଟିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଜିଲ୍ଲା ପ୍ରଶାସନ ସହିତ ବାୟୁସେନାର…

ଆସିଲା VIDEO: ‘ତେଜସ୍‌’ କ୍ରାସ୍‌ ହେବା ପୂର୍ବରୁ ସୁରକ୍ଷିତ ଡେଇଁ ପଡ଼ିଥିଲେ IAF ପାଇଲଟ୍‌

ରାଜସ୍ଥାନର ପୋଖରନରେ ମଙ୍ଗଳବାର ଭାରତୀୟ ବାୟୁସେନାର ଏକ ତେଜସ୍‌ ଲଢ଼ୁଆ ଜେଟ୍‌ ଟ୍ରେନିଂ ସମୟରେ କ୍ରାସ୍‌ ହୋଇଥିଲା । ଏହି ଦୁର୍ଘଟଣା ମଙ୍ଗଳବାର ଦ୍ୱିପ୍ରହର ପ୍ରାୟ ୨ଟାରେ ଘଟିଥିଲା । ଜେଟ୍‌ କ୍ରାସ୍‌ ହୋଇ ଜୈସଲମେର୍‌ ସହରଠୁ ୨ କିମି ଦୂର ଜବାହର ନଗରସ୍ଥିତ ଏକ ହଷ୍ଟେଲ୍‌ ନିକଟରେ ଖସି…

ମଧ୍ୟ ପ୍ରଦେଶ: ଗୁନାରେ ଲ୍ୟାଣ୍ଡିଂ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ, ଟ୍ରେନି ପାଇଲଟ୍‌ ଆହତ

ମଧ୍ୟ ପ୍ରଦେଶର ଗୁନା ଜିଲ୍ଲାରେ ବୁଧବାର ନିମଚରୁ ଉଡ଼ାଣ ଭରିଥିବା ବିମାନ ଗୁନା ଏରୋଡ୍ରୋମରେ କ୍ରାସ୍‌ ହୋଇଯାଇଛି । ଇଞ୍ଜିନରେ ତ୍ରୁଟି ହେତୁ ଗୁନାରେ ଜରୁରୀକାଳୀନ ଅବତରଣ ପାଇଁ ସାହାଯ୍ୟ ମଗାଯାଇଥିଲା । ହେଲେ ଜରୁରୀ ଅବତରଣ ବେଳେ ହଠାତ୍‌ ରନୱେ ବାହାରେ ଲ୍ୟାଣ୍ଡିଂ ହେବାରୁ ବିମାନଟି କ୍ରାସ୍‌…

ପଶ୍ଚିମବଙ୍ଗ: ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ କ୍ରାସ୍‌

ଭାରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନ ପଶ୍ଚିମବଙ୍ଗରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପଶ୍ଚିମ ମିଦାନାପୁରରେ କଲାଇକୁଣ୍ଡା ଏୟାର ବେସ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି । ମଙ୍ଗଳବାର ବାୟୁସେନାର ତାଲିମ ସମୟରେ ଡାଏସା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଅପରାହ୍ନ ସାଢ଼େ ୩ଟା…

ହଲିଉଡ ଅଭିନେତା କ୍ରିଷ୍ଟିଆନ ଓଲିଭର ଏବଂ ୨ ଝିଅ ବିମାନ ଦୁର୍ଘଟଣାରେ ମୃତ

ହଲିଉଡ ଅଭିନେତା କ୍ରିଷ୍ଟିଆନ୍‌ ଓଲିଭର ଏବଂ ତାଙ୍କ ପରିବାର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଏକ ଛୋଟ ବିମାନରେ ଉଡାଣ ଭରିବାର ତୁରନ୍ତ ପରେ କ୍ୟାରବିୟାନ ସାଗରରେ ତାଙ୍କ ବିମାନ ଦୁର୍ଘଟଣା ହୋଇଥିଲା । ରୟାଲ ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ ପୋଲିସ ଅନୁସାରେ, କ୍ରିଷ୍ଟିଆନ…

ଭୟଙ୍କର ବିମାନ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ୧୨ ଜୀବନ

ବ୍ରାଜିଲର ଆମାଜନ ଜଙ୍ଗଲରେ ଘଟିଛି ଭୟଙ୍କର ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ନ୍ୟୁଜ୍ ଏଜେନ୍ସି ଏପି ଅନୁସାରେ ଏହି ଦୁର୍ଘଟଣା ଏଠାକାର ମୁଖ୍ୟ ବିମାନ ବନ୍ଦର ରିଓ ବ୍ରାଙ୍କୋ ନିକଟରେ ଘଟିଛି । ମିଳିଥିବା ସୂଚନା ଅନୁସାରେ - ଏହା ଏକ ଛୋଟ ବିମାନ…