ବାପା ମଦ ନିଶାରେ ପୁଅକୁ ପ୍ଲେନ ଚଲାଇବାର ଦେଉଥିଲା ଇନଷ୍ଟ୍ରକସନ, ଦାୟିତ୍ୱହୀନତାରୁ ପ୍ଲେନ କ୍ରାଶରେ ମରିଗଲେ
ସୋସିଆଲ ମିଡ଼ିଆରେ ଏପରି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହା ଆପଣଙ୍କୁ ବିଚଳିତ କରିଦେବ। ବ୍ୟକ୍ତି ଜଣକ ମଦ ନିଶାରେ ଚୁର୍ ହୋଇ ପ୍ଲେନ ଉଡ଼ାଉଛନ୍ତି। ନିଜେ ନୁହଁ ବରଂ ନିଜ ୧୧ ବର୍ଷର ପୁଅକୁ ଏହି ପ୍ଲେନକୁ ଉଡାଇବାର ପର୍ମିସନ ଦେବା ସହ ଇନଷ୍ଟ୍ରକସନ୍ ମଧ୍ୟ ଦେଉଛନ୍ତି। ଆଜ୍ଞା ପ୍ଲେନ…