ଫିଲିପାଇନ୍ସ ପୁଣି ଭୟଙ୍କର ବିମାନ ଦୁର୍ଘଟଣା, ୪ ମୃତ
ଫିଲିପାଇନ୍ସରେ ଆମେରିକାର ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ଥିବା ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ୟୁଏସର ସର୍ଭିସ ମେମ୍ବରଙ୍କ ସମତେ ୩ ପ୍ରତିରକ୍ଷା କଣ୍ଟ୍ରାକ୍ଟର ପ୍ରାଣ ହରାଇଛନ୍ତି । ରୁଟିନ ମିଶନ ବେଳେ ଘଟିଛି ଦୁର୍ଘଟଣା ।
ଫିଲିପାଇନ୍ସର ଅନୁରୋଧରେ ଆମେରିକା ବିମାନ…