ଜଙ୍ଗଲ ଭିତରେ ପ୍ଲେନ୍, ଡୋର୍ ଖୋଲିବା କ୍ଷଣି ଦେଖିବାକୁ ମିଳିଲା ଏଭଳି ଦୃଶ୍ୟ!
ଯଦି ଆପଣଙ୍କୁ ଜଙ୍ଗଲରେ ହଠାତ୍ ଏକ ପ୍ଲେନ୍ ନଜର ଆସେ, ତା’ହେଲେ ଆପଣ ଆଶ୍ଚଯ୍ୟର୍ ହୋଇଯିବେ ନିଶ୍ଚିତ। କାରଣ, ଏମିତି ଘଞ୍ଚ ଜଙ୍ଗଲ ଭିତରେ ପ୍ଲେନ୍ କେଉଁଠୁ ବା ଆସିବ? କିନ୍ତୁ ଆମେରିକାର ଆରେଗୋନ୍ରେ ରହୁଥିବା ବ୍ରୁସ୍ କ୍ୟାପ୍ବେଲ୍ ନାମକ ବ୍ୟକ୍ତି ଜଙ୍ଗଲ ମଝିରେ ନିଜ ପ୍ଲେନ୍କୁ…