Browsing Tag

plane trespassing from Pakistan

ପାକିସ୍ତାନ ପଟୁ ଆସିଥିବା ବିମାନକୁ ଧରିଲା ଭାରତୀୟ ବାୟୁସେନା

ପାକିସ୍ତାନ ପଟୁ ଅନୁପ୍ରବେଶ କରିଥିବା ଏକ ବିମାନକୁ ଭାରତୀୟ ବାୟୁସେନା ରାଜସ୍ଥାନ ଜୟପୁର ବିମାନ ବନ୍ଦରରେ ଓହ୍ଲାଇବାକୁ ବାଧ୍ୟ କରିଛି । ଏଣ୍ଟିନୋଭ ଏଏନ୍‌-୧୨ ମାଲବାହୀ ବିମାନଟି ପାକିସ୍ତାନ ସୀମାରୁ ଭାରତ ସୀମାକୁ ପଶି ଆସିଥିଲା । ତେବେ ବାୟୁସେନାର ଯୁଦ୍ଧ ବିମାନ ସବୁ ତାକୁ ଘେରି ଯାଇ…