Browsing Tag

plane wheel theft

ମାନିବାକୁ ପଡିବ ଚୋରର ସାହସକୁ : ଲଢୁଆ ବିମାନ ମିଗ୍‌-୨୧ର ଚୋରାଇନେଲା ଚକା

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରBKT ଏୟାରଫୋର୍ସ ଷ୍ଟେସନରୁ ଫାଇଟର ଜେଟ୍‌ ମିରେଜ୍‌ରୁ ଚକ ଚୋରି ହୋଇଯାଇଛି। ମିରେଜ ଚକ୍‌ ନେଇ ଯାଉଥିବା ଏକ ଟ୍ରେଲର ଟ୍ରାଫିକ୍‌ ଜାମ୍‌‌ରେ ଫସିଥିବା ବେଳେ ସ୍ପର୍ପିଓରେ ଆସିଥିବା ଚୋର ମିରେଜ୍‌ ଚକ ଚୋରି କରିନେଇଥିବା କୁହାଯାଉଛି। ଚୋରି ନେଇ ଜଣାପଡ଼ିବା ପରେ…