ଗୋଟିଏ ଗ୍ରହରେ ରହିଛି ଦୁଇଟି ସୂର୍ଯ୍ୟ, ନାସା ଦେଲା ବଡ଼ ସୂଚନା
ବର୍ତ୍ତମାନ ସମୟରେ ଆମ ବିଶ୍ୱରେ ବିଭିନ୍ନ ପ୍ରକାରର ଜିନିଷ ଘଟୁଛି, ଯାହାକୁ ନେଇ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ରିସର୍ଚ୍ଚ କରୁଛନ୍ତି । ତେବେ ଆମ ସ୍ପେସ୍ ଭିତରେ ହଜାର ହଜାର ରହସ୍ୟ ଲୁଚି ରହିଛି । ଯେଉଁଠାରେ ହଜାର ହଜାର ସୂର୍ଯ୍ୟ, ଚନ୍ଦ୍ର, ତାରା, ଉଲକା ପିଣ୍ଡ ଏବଂ ଅନ୍ୟାନ୍ୟ ଗ୍ରହ…