ପ୍ରତି ରବିବାର କରନ୍ତୁ ସୂର୍ଯ୍ୟଙ୍କର ଏଭଳି ଖାସ୍ ପୂଜା, ସୌଭାଗ୍ୟ ପ୍ରାପ୍ତି ସହ ଜୀବନରେ ହେବ ଖୁବ ଉନ୍ନତି
ଶାସ୍ତ୍ରରେ ଗ୍ରହ ରାଜ ସୂର୍ଯ୍ୟ ଦେବତାଙ୍କୁ ମହତ୍ୱ ଦିଆଯାଇଛି । ଭଗବାନ ସୂର୍ଯ୍ୟଙ୍କ ଦର୍ଶନ ପ୍ରତିଦିନ ମିଳିଥାଏ । ଧାର୍ମିକ ମାନ୍ୟତା ଅନୁସାରେ ରବିବାର ଦିନ ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ । ସନାତନ ଧର୍ମରେ ମାନ୍ୟତା ରହିଛି ଯେ ରବିବାର ଦିନ କିଛି ଖାସ କାମ କରିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି…