Browsing Tag

plant

କେନ୍ଦୁଝର: ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ , କେହି ମୃତାହତ ହୋଇନଥିବା ସୂଚନା

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର କେ.ଜେ.ଏସ୍ ଆଲୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ଆଜି ମଧ୍ୟାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ଣ୍ଣେସରେ ପଙ୍କଚର ହୋଇ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ଣ୍ଣେସରୁ ତରଳ ଧାତୁ ଛିଟିକି ପାଖରେ ଠିଆ ହୋଇଥିବା ଏକ ହାଇୱା ଉପରେ ପଡିଥିଲା…

ଆପଣ ସିଗାରେଟ ଟାଣି ଫିଙ୍ଗି ଦେଉଛନ୍ତି କି ? ଏପରି କରିବା ଦ୍ୱାରା କୁପୋଷିତ ହୁଏ ଗଛ

ସିଗାରେଟକୁ ଟାଣିବା ପାଇଁ ଏହାର ଶେଷରେ ଫିଲଟର ଲଗାଯାଇଥାଏ। ଜଣେ ଲୋକ ଏହାକୁ ଟାଣିବା ପରେ ଫିଙ୍ଗି ଦେଇଥାନ୍ତି । ଯାହା ମାଟିରେ ଆପେ ଆପେ ମିଶିଯାଇଥାଏ । କିନ୍ତୁ ଅଧିକ ଲୋକ ଜାଣିନଥାନ୍ତି କି , ଫୋପାଡିଥିବା ସିଗାରେଟର ଫିଲଟର ଗଛ ଏବଂ ପରିବେଶ ଉପରେ ପ୍ରଭାବ ପକେଇଥାଏ । ୟୁକେ ସ୍ଥିତ ଏକ…

ଏହି ଗଛ ଘରେ ରହିଲେ ହୋଇଯିବେ ଲକ୍ଷ୍ମୀଛଡ଼ା

ଶାସ୍ତ୍ରଅନୁଯାୟୀ ଘରେ ଗଛର ଅବସ୍ଥିତିକୁ ପବିତ୍ର କୁହାଯିବା ସହ ଏହା ଦ୍ବାରା ପରିବେଶରେ ସକରାତ୍ମକ ଉର୍ଜା ଜାତ ହୋଇଥାଏ ବୋଲି କୁହାଯାଇଥାଏ। ଏହି କାରଣରୁ ପ୍ରାୟ ସମସ୍ତଙ୍କ ଘରେ କିଛି ଏପରି ଗଛ ଲଗାଯାଇଥାଏ ଯାହା ସକରାତ୍ମକ ଉର୍ଜା ଯାତ କରିବା ସହ ଧନ ବଢ଼ାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି,…