Browsing Tag

plasma therapy

କରୋନା ମୁକାବିଲା ପାଇଁ ନୂଆ ପଦ୍ଧତି ଆପଣାଇବା ଓଡିଶା, ପ୍ଲାଜ୍‌ମା ଥେରାପି ମାଧ୍ୟମରେ ହେବ ଚିକିତ୍ସା

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ମାଧ୍ୟମରେ ହେବ କରୋନା ଚିକିତ୍ସା । କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ପ୍ଲାଜ୍‌ମାଥେରାପି ଉପଲବ୍ଧ କରାଇବାକୁ ପଦକ୍ଷେପ ଆରମ୍ଭ । ରାଜ୍ୟର ୪ଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନ କଟକ ଏସ୍‌ସିବି, ଭୁବନେଶ୍ୱର କିମ୍ସ…

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚେତାବନୀ, ପ୍ଲାଜମା ଥେରାପି ଏବେ ଗବେଷଣା ସ୍ତରରେ

ନୂଆଦିଲ୍ଲୀ : କରୋନା ରୋଗରୁ ମୁକ୍ତି ପାଇଁ ପ୍ଲାଜମା ଥେରାପି ଘାତକ ହୋଇ ପାରେ । ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରି ପାରେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକଥା କୁହାଯାଇଛି । କୋଭିଡ୍‌ ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଉପଚାର ନାହିଁ । ପ୍ଲାଜ୍‌ମା ଥେରାପିରେ କୌଣସି…

କରୋନା ଭାଇରସକୁ ମାତ ଦେବାରେ ସଫଳ ହେଉଛି ପ୍ଳାଜମା ଥେରାପି

କରୋନା ଭାଇରସକୁ ରୋକିବା ପାଇଁ ପ୍ଲାଜମା ଥେରାପି । ଦିଲ୍ଲୀର ୪ ଜଣ ରୋଗୀଙ୍କ ଉପରେ ଏହି ଥେରାପି ଟ୍ରାଏଲ କରାଯାଇଛି ।ରୋଗୀମାନଙ୍କ ଉପରେ ଏହି ଥେରାପିର ଭଲ ପ୍ରଭାବ ପଡିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ସୂଚନା ଦେଇଛନ୍ତି । କେଜ୍ରିଓ୍ଵାଲଙ୍କ ସୂଚନା ଅନୁସାରେ ୪ ଜଣଙ୍କ…