Browsing Tag

plasma

ମିଲିନ୍ଦ ସୋମନଙ୍କ ପ୍ଲାଜମା ନେବାକୁ ମନା କରିଦେଲେ ଡାକ୍ତର, ନିରାଶ ହୋଇ ଫେରିଲେ ଘରକୁ

କିଛିଦିନ ପୂର୍ବେ ଅଭିନେତା ମିଲିନ୍ଦ ସୋମନ କରୋନା ଭାଇରସର ଶିକାର ହୋଇଥିଲେ। ଏବେ ସେ ଠିକ ହୋଇ ସାରିଛନ୍ତି। ନିଜେ ଫିଟ ହେବା ପରେ ମିଲିନ୍ଦ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ଲାଜ୍ମା ଡୋନେଟ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଡାକ୍ତର ମିଲିନ୍ଦଙ୍କ ପ୍ଲାଜ୍ମା ନେବାକୁ ମନା…

ପ୍ଲାଜମା ଦାନ କରି କରୋନା ରୋଗୀଙ୍କୁ ବଞ୍ଚାଇବାକୁ ନିବେଦନ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା

ମାଲକାନଗିରି: ପ୍ଲାଜମା ଦାନ କରି କରୋନା ରୋଗୀଙ୍କୁ ବଞ୍ଚାଇବାକୁ ନିବେଦନ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ମାଲକାନଗିରିର ସର୍କିଟ ହାଉସରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାରେ ପ୍ଲାଜମା ଥେରାପୀ ନେଇ ଆଲୋଚନା କରିଥିଲେ । କରୋନା ନିୟନ୍ତ୍ରଣ…

କରୋନାରୁ ସୁସ୍ଥ ହୋଇ ପ୍ଲାଜମା ଦାନ କଲେ ଓଡିଶାର ଏହି ପ୍ରଥମ ମହିଳା, ଚାରିଆଡୁ ଛୁଟିଲା ଶୁଭେଚ୍ଛାର ସୁଅ

କେନ୍ୟୁଜ୍(ବ୍ୟୁରୋ): କରୋନାର ଗୁରୁତର ରୋଗୀଙ୍କ ପାଇଁ  ସଂଜୀବନ ସାଜିଛି ପ୍ଲାଜମା। ଏଥିପାଇଁ କରୋନାରୁ ଆରୋଗ୍ୟ ଲାଭ କରିଥିବା ସମସ୍ତ ରୋଗୀଙ୍କୁ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଅନେକ କରୋନାରୁ ଆରୋଗ୍ୟ  ହୋଇଥିବା ବ୍ୟକ୍ତି ମଧ୍ୟ ସ୍ୱେଚ୍ଛାକୃତ ଭାବେ…

ପ୍ଲାଜମା ଦାନ କରିଥିବା ୫ଜଣ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ଗୃହ ରାଷ୍ଟ୍ରମନ୍ତ୍ରୀ

କଟକ: ପ୍ଲାଜମା ଦାନ କରିଥିବା ୫ଜଣ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । କଟକ ଅଗ୍ନିଶମ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ପଶ୍ଚିମବଙ୍ଗରେ ଅମ୍ଫନ ମୁୁକାବିଲା ପାଇଁ ୩୭୨ଜଣ ଅଗ୍ନିଶମ…