Browsing Tag

plastic awareness

ସିମୁଳିଆ ଅଞ୍ଚଳର ଯୁବ ଇଞ୍ଜିନିୟର ଅଭିମନ୍ୟୁ ମିଶ୍ର, ଅଭିନବ ଉପାୟରେ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା

ସିମୁଳିଆ(କେନ୍ୟୁଜ୍): ସମାଜସେବା କରିବାର ନିଶା । ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବାର ଆଗ୍ରହ । ସିମୁଳିଆ ଅଞ୍ଚଳର ଯୁବ ଇଞ୍ଜିନିୟର। ଚାକିରି ଛାଡ଼ି ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ନିଜକୁ ସାମିଲ କରିଛନ୍ତି । ଅଭିନବ ଉପାୟରେ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା। ବାଲେଶ୍ୱର ଜିଲ୍ଲା…