Browsing Tag

plastic bottle

ପ୍ଲାଷ୍ଟିକ କିମ୍ବା କୋଲଡ୍ରିଙ୍କ୍ସ ବୋତଲରେ ପାଣି ପିଉଛନ୍ତି କି ହୋଇପାରେ ଏହି ବଡ ରୋଗ

କିଛି ଦିନର ଆଶ୍ୱସ୍ତି ପରେ ଏବେ ବଢିଲାଣି ଗରମ । ଆଉ ଏହି ଗରମ ଦିନରେ ଲୋକଙ୍କୁ ଦରକାର ଥଣ୍ଡା ପାନୀୟ । ମାନେ ଫ୍ରିଜରେ ଥିବା ଥଣ୍ଡା ପାଣି । କିନ୍ତୁ ଏ ପାଣିରେ ରହେ କେଉଁଥିରେ । ବଟଲରେ । ସେ ପୁଣି ପ୍ଲାଷ୍ଟିକ ବଟଲ ଅବା କୋଲଡ୍ରିଙ୍କ୍ସ ବଟଲ । କାରଣ ଅନେକ ଲୋକେ ଅଛନ୍ତି ଯେଉଁମାନେ କି…

ସାପ ଗିଳିଦେଲା ପ୍ଲାଷ୍ଟିକ ବୋତଲ, ଯନ୍ତ୍ରଣାରେ ଛଟପଟ ହେଇ ଏମିତି ବଞ୍ଚାଇଲା ନିଜ ଜୀବନ ଦେଖନ୍ତୁ ପୂରା ଭିଡିଓ

ସୋସିଆଲ ମିଡିଆରେ ୩ ବର୍ଷ ପୁରୁଣା ଏକ ଭିଡିଓ ଏବେ ଖୁବ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓ ଟିକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ନ ହେଇ ରହିପାରିବେ ନାହିଁ । ଭିଡିଓରେ ଦେଖାଯାଇଛି ଯେ ଏକ ନାଗ ସାପ ଏକ ପ୍ଲାଷ୍ଟିକ ବୋତଲକୁ ଗିଳିଦେଇଛି । ନିଜକୁ ଅସହଜ ଲାଗିବାରୁ ଖୁବ କଷ୍ଟରେ ସେ ବୋତଲ ଟିକୁ…

ଏକକ ପ୍ଲାଷ୍ଟିକ୍‌ ବ୍ୟବହାର ବ୍ୟାନ ହେବା ପରେ ଏବେ ଟ୍ରେନରେ ଏପରି ମିଳିବ ପାନୀୟ ଜଳ

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ସରକାର ଲୋକମାନଙ୍କୁ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବା ପାଇଁ ଶପଥ କରାଇଥିଲେ। କିନ୍ତୁ ସରକାର ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ଉପରେ ସମ୍ପୂର୍ଣ୍ନ ରୋକ୍‌ ଲଗାଯାଇନାହିଁ। ଏହି ଘଟଣାରେ ଭାରତୀୟ ରେଳରେ କ୍ୟାଟରିଙ୍ଗ୍‌ ସୁବିଧା ଯୋଗାଉଥିବା…

ପ୍ଲାଷ୍ଟିକ ବୋତଲର ବିକଳ୍ପ ହେଲା ବାଉଁଶ ନଳୀ, ଆସନ୍ତା ଅକ୍ଟୋବରରୁ ପ୍ରତି ଖଦୀ ଦୋକାନରେ ହେବ ଉପଲବ୍ଧ

ଦୀର୍ଘଦିନର ବ୍ୟବଧାନ ପରେ ପ୍ଲାଷ୍ଟିକ ବୋତଲର  ବିକଲ୍ପ କଢାଯାଇଛି। ଯେହେତୁ ଆସନ୍ତା ଅକ୍ଟୋବର ୨ରୁ ଭାରତରେ ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗିବାକୁ ଯାଉଛି,ତେଣୁ ଭାରତ ସରକାର ଏହାର ବିକଳ୍ପ କାଢିଛନ୍ତି। ଶୁଣି ଆଶ୍ଚର୍ଯ୍ୟ  ଲାଗୁଛି ପୁରାତନ ଯୁଗରେ ଯେଉଁ ବାଉଁଶ ନଳକୁ ବୋତଲ ରୂପେ…

ଫୋପାଡନ୍ତୁ ନାହିଁ ପାଣି ବୋତଲ, ଏବେ ତାହାକୁ ବିକ୍ରି କରି ହୋଇପାରିବେ ମାଲାମାଲ

ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନର ବଡ ପ୍ରଭାବ ଦେଖିବାକୁ ମିଳୁଛି। ରେଲବାଇ ସମେତ ଅନେକ ମନ୍ତ୍ରାଳୟ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ପୂର୍ବରୁ ହିଁ ଘୋଷଣା କରିସାରିଛନ୍ତି। ଏବେ ପ୍ୟାକେଜ୍‌ ଓ୍ଵାଟର ନିର୍ମାଣ କରୁଥିବା…

ଏବେ ରେଳ ଷ୍ଟେସନରେ ପ୍ଲାଷ୍ଟିକ୍ ବୋତଲ ଜମା କଲେ ମିଳିବ ୫ଟଙ୍କା ପୁରସ୍କାର, ଜାଣନ୍ତୁ କେମିତି

ବର୍ତ୍ତମାନ ରେଳ ଷ୍ଟେସନରେ ପ୍ଲାଷ୍ଟିକ୍ ଅଳିଆକୁ କମ କରିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି। ରେଳ ଷ୍ଟେସନ ଓ ଟ୍ରେନର ବଗିରେ ପଡିଥିବା ଖାଲି ପାଣି ବୋତଲ ପିଛା ଏଣିକି ୫ ଟଙ୍କା ଲେଖାଏଁ ଦେବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ଥିର କରାଯାଇଛି। ଯେ କେହି ବି ଏହି…

ଏପରି ଏକ ସହର ଯେଉଁଠାରେ ପ୍ଲାଷ୍ଟିକ୍ ବୋତଲ ନୁହଁ ଅଦରକାରୀ, ଏଥିରୁ ପ୍ରସ୍ତୁତ କରାଯାଉଛି ଫାଇଭଷ୍ଟାର ହୋଟେଲ ପାଇଁ…

ପାନିପତ୍ : ପ୍ଳାଷ୍ଟିକ୍ ଏବେ ସାରା ଦୁନିଆରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କିନ୍ତୁ ଦୁନିଆରେ ଏପରି ଏକ ସହର ରହିଛି ଯେଉଁଠାରେ ରୋଜଗାରର ଉପାୟ ହୋଇଛି ପ୍ଲାଷ୍ଟିକ। ଏଠାରେ ପ୍ଲାଷ୍ଟିକକୁ ଏପରି ଭାବେ ବ୍ଯବହାର କରାଯାଉଛି ଯାହା ସାଧାରଣତଃ କିଏ ବିଶ୍ବାସ କରିପାରିବେ ନାହିଁ। ଖାଲି ତାହା ନୁହଁ…

ବଜାରରୁ ପାଣି କିଣି ପିଉଥିବା ଲୋକ ହୋଇଯାଆନ୍ତୁ ସାବଧାନ୍, ଗୋଟିଏ ବୋତଲରେ ରହିଛି ଲକ୍ଷ ଲକ୍ଷ ଜୀବାଣୁ

ଆଜି ଆମେ ଏମିତି ଏକ ବିଷୟରେ ଜଣାଇବାକୁ ଯାଉଛୁ ଯାହାକୁ ଶୁଣିଲା ପରେ ଆପଣ ଆଶ୍ଚର‌୍ୟ୍ୟ ହୋଇଯିବେ। ବହୁତ ଲୋକ ମିନେରାଲ ୱାଟରକୁ ସବୁଠୁ ଶୁଦ୍ଧ ପାଣି ବୋଲି ଭାବିଥାନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେଯେ ବଜାରରେ ମିଳୁଥିବା ୧୦/୨୦ ଟଙ୍କାର ପାଣି ବୋତଲ ଆପଣଙ୍କୁ ବହୁତ କ୍ଷତି ପହଁଚାଇ…